Odisha Link
Bridging the Missing Links in Odisha

ଧାମରାରେ କେନ୍ଦ୍ରୀୟ ଟିମ୍‌

ବାସୁଦେବପୁର: ସୋହଲୀ ଘୋଷ ରୟଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଧାମରାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଭୁବନଶ୍ବରେ ପହଞ୍ଚିବା ପରେ ସିଧା ଯାଇ ଧାମରା ପହଞ୍ଚିଲେ କେନ୍ଦ୍ରୀୟ ଟିମ୍। ବୁଲ୍‌ବୁଲ୍ ପାଇଁ ଧାମରାରେ ବେଶୀ କ୍ଷୟକ୍ଷତି ହୋଇଥିଲା।

Comments are closed.