Odisha Link
Bridging the Missing Links in Odisha
Daily Archives

November 14, 2019

ସ୍ମିତାରାଣୀ ମୃତ୍ୟୁ ଘଟଣାରେ କଂଗ୍ରେସର…

ଭୁବ‌ନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ତାତି ଦେଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀଦଳ। ଏହାପରେ ମୁଲତବୀ…

ଭୁବନେଶ୍ୱରରେ ପହଞ୍ଚିଲେ ୭ ଜଣିଆ…

ଭୁବନେଶ୍ବର: ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଟିମ୍‌ ଭୁବନେଶ୍ୱରରେ…

ଭୁବନେଶ୍ବର ବସ୍ତିରୁ କେନିଆର ନାଇରୋବି…

ଭୁବନେଶ୍ବର: ଭୁବନେଶ୍ବର ଶାନ୍ତିନଗର କଲୋନୀରୁ କେନିଆର ନାଇରୋବି ସହର। ପ୍ରଗତିସାଥୀରୁ ପିଆର୍‌ ଲିଡରର ହୋଇ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି ଦୀପାଞ୍ଜଳି ସ୍ବାଇଁ। ନାଇରୋବିରେ ଚାଲିଥିବା ଅନ୍ତର୍ଜାତୀୟ ମାନବ ବିକାଶ ସମ୍ମିଳନୀ(ଆଇସିପିଡି)ରେ ଯୋଗଦେବା ସହ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ‌…

ସ୍ମିତାରାଣୀ ବାପାଙ୍କ ଅଭିଯୋଗ ପ୍ରସଙ୍ଗ,…

ଭୁବନେଶ୍ବର: ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିଧାନସଭା ଅଚଳ। ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ପରେ ତେଜିଛି ଆହୁରି ବିବାଦ। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପରେ ସ୍ମିତାରାଣୀଙ୍କ ବାପା ଅଭିଯୋଗ ଆଣିବା ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ…

ପ୍ରିୟଙ୍କା ଚୋପ୍ରା କିଣିଲେ ୧୪୪ କୋଟି…

ନୂଆଦିଲ୍ଲୀ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ଼ ସହ ହଲିଉଡ଼ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି । ସେ ତାଙ୍କ ସ୍ୱାମୀ ନିକ ଯୋବନାସ ଆମେରିକା ଲସ ଏଞ୍ଜିଲସରେ ୧୪୪ କୋଟି ଟଙ୍କାରେ ଘର କିଣିଛନ୍ତି । ଏହା ଆମେରିକା ଡଲାର ହିସାବରେ ଯଦି ଦେଖିବା ତେବେ ୨୦ ମିଲିୟନ ଡଲାର ହେବ । ଏହା…

ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ୭ଗିରଫ

ବାଲେଶ୍ବର: ବାଲେଶ୍ବର ଫାଲକନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣ ଗିରଫ ସହ କମ୍ପାନୀକୁ ମଧ୍ୟ ସିଲ୍ କରାଯାଇଛି। ପୋଲିସ କମ୍ପାନୀ ଫାଟକରେ ତାଲା ଝୁଲାଇ ଦେବା ସହ ସାତ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜିଏମ୍, ଏଚ.ଆର.ମ୍ୟାନେଜର, ସେପ୍ଟି ଅଫିସର,…

ମହିମା ମିଶ୍ରଙ୍କୁ ଜାମିନ

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ହୋଇକୋର୍ଟରୁ ଜାମିଳି ମିଳିଛି। ସିଓ୍ବେଜ୍‌ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରୋ ଜାମିନି ମିଳିଛି। ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିପାରିବେ କହିଲଷ ହାଇକୋର୍ଟ। ପୂର୍ବରୁ ଅନ୍ୟ ୨ଟି ମାମଲାରେ ମହିମା ମିଶ୍ରଙ୍କୁ ଜାମିନ ମିଳିସାରିଛି। ଏହି ମାମଲାରେ…

ସ୍ମିତାରାଣୀ ମୃତ୍ୟୁ ମାମଲା: ଗୃହରେ ଝଡ଼,…

ଭୁବନେଶ୍ବର: ପିଇଓ ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଧାନସଭାରେ ସୃଷ୍ଟି ହୋଇଛି ଝଡ଼। ସ୍ମୀତାରାଣୀ ମାମଲାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ବାଳ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ…

ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ନଭେମ୍ବର ୩୦ ପରିବର୍ତ୍ତେ ଡିସେମ୍ବର ୧୪ରେ ହେବ ଶୁଣାଣି। ବିବାଦର ଶୁଣାଣି ପୂର୍ବରୁ ଉଭୟ ରାଜ୍ୟକୁ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ମଗାଯାଇଛି । ରିପୋର୍ଟ ନେଇ ଶୁଣାଣି ପରେ ଅନ୍ତରୀଣ ରାୟ ଶୁଣାଇପାରନ୍ତି ବୋଲି…

ସୁପ୍ରିମକୋର୍ଟଙ୍କ ରାୟକୁୁ ସ୍ବାଗତ କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ରାୟ ଶୁଣାଇଛନ୍ତି। ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଜାରି ରହିବ। ୨୦୧୮ରେ ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି କରି ଏହାକୁ ଏକ ବୃହତର ବେଞ୍ଚକୁ…