Odisha Link
Bridging the Missing Links in Odisha
Daily Archives

November 14, 2019

ରାଫେଲ ପ୍ରସଙ୍ଗ: ବିଜେପି କହିଲା ସତ୍ୟର…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ ରାଫେଲ ମାମଲାର ରିଭ୍ୟୁ ପିଟିସନ୍ ସବୁକୁ ଖାରଜ କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାଫେଲ ରାୟ ପରେ ବିଜେପି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ଏହା ସତ୍ୟର ଜୟ ଏବଂ ମୋଦି…

ଲାଞ୍ଚ ନେଇ ଗିରଫ ହେଲେ ବିଞ୍ଝାରପୁର…

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ଏଏସଆଇ ଯୁଧିଷ୍ଠିର ମଲ୍ଲିକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଚଢାଉ କରି ନଗଦ ଟଙ୍କା ସହ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ବିଞ୍ଝାରପୁର କଣ୍ଟିପୁର ଅଞ୍ଚଳର…

୨ ମାସରେ ଦେଢ କୋଟି ଫାଇନ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ଆଦାୟ ହୋଇଛି ଦେଢ କୋଟିରୁ ଅଧିକ ଜରିମାନା। ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା…

କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ: ନରସିଂହ

ଭୁବନେଶ୍ବର: ମୁଲତବି ଆଲୋଚନାରେ ବର୍ଷିଲେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର। ଯାଜପୁର ସ୍ମିତାରାଣୀ ଘଟଣାକୁ ନେଇ ବାରମ୍ବାର ଗୃହ ମୁଲତବି ହେଉଛି। ଗୃହର କୌଣସି କାର୍ଯ୍ୟ ଆଗକୁ ଯାଇ ପାରୁନାହିଁ। ଏହି ଘଟଣାକୁ ନେଇ କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ନରସିଂହ…

ମୁସାରଫ୍‌ କହିଲେ ପାକିସ୍ତାନର ହିରୋ…

ଇସ୍‌ଲାମାବାଦ୍: ପାକିସ୍ତାନର ଅସଲ ରୂପ ପଦାରେ ପକାଇଲେ ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ୍। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କଶ୍ମିରୀମାନଙ୍କୁ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌ ହେବାକୁ ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ…

ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ:…

ଭୁବନେଶ୍ବର:ଯାଜପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିଧାନସଭାରେ ମୁଲତବୀ ନୋଟିସ୍ ଦେଇଛି କଂଗ୍ରେସ। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଗରୁ ହିଁ ସରକାର ଅଡ଼ୁଆରେ ପଡ଼ିଛନ୍ତି ବିରୋଧୀ। ବାରମ୍ବାର ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବିଜେଡି ନେତାଙ୍କ ହାତ ଅଛି। ବିଶେଷ କରି…

ନୂଆ ଢ଼ଙ୍ଗରେ ଅକ୍ଷୟ !

ମୁମ୍ବାଇ : ଫରହଦ ସାମଜୀଙ୍କ ନିର୍ଦ୍ଦେଶିତ ସିନେମା ହାଉସଫୁଲ ୪ ସିନେପରଦାରେ ବେଶ୍ ସଫଳତା ହାସଲ କରିଛି । ଏହି ସିନେମାରେ ଅକ୍ଷୟ କୁମାର ଏବଂ କ୍ରିତି ସାନନ ଯୋଡି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ।ଏହା ତାଙ୍କ ପରସ୍ପର ସହ ପ୍ରଥମ ସିନେମା ।ଦର୍ଶକ ଦୁହିଁଙ୍କ ରୋମାନ୍ସକୁ ଦେଖି ପୁଣି ଥରେ ଯୋଡିକୁ…

ଚାଲିପାରୁନି ବିଧାନସଭା

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ନାକେଦମ କଲେଣି ବିରୋଧୀ। ଆଜି ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖା ଦେଇଥିଲା। ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଗୃହକୁ ଦିନ ୧୨ ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପୁଣି ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ…

ସୁପ୍ରିମକୋର୍ଟ: ରାହୁଲଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଛି ଆଶ୍ବସ୍ତି। ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ…