Odisha Link
Bridging the Missing Links in Odisha
Daily Archives

November 14, 2019

ନିକୋ ପାର୍କରେ ଦିନକ ପାଇଁ ମାଗଣା ପ୍ରବେଶ

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇ ବନ୍ଦ ରହିଥିବା ନିକୋ ପାର୍କ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲୁଛି। ପ୍ରଥମ ଦିନ ବିନା ଦେୟରେ ଜନସାଧାରଣ ପାର୍କକୁ ପ୍ରବେଶ କରିପାରିବେ। ପାର୍କରେ ଥିବା ସମସ୍ତ ରାଇଟ୍‌ସ ଚଲାଇବା ପାଇଁ ନିରାପତ୍ତା ପ୍ରମାଣ ପତ୍ର ମିଳିନଥିବାରୁ ବ.ଡି.ଏ ସମସ୍ତ ରାଇଟ୍‌ସ୍‌…

ସୁପ୍ରିମକୋର୍ଟ: କେନ୍ଦ୍ର ସରକାରଙ୍କୁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଫେଲ ମାମଲା। ରାଫେଲ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି। ଆଜି ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍…

ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର

ବାଙ୍କୀ: କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧୀନସ୍ଥ ବ୍ରହ୍ମପୁରା ପଞ୍ଚାୟତର ବିଲି ତେନ୍ତୁଳିଆ ଗାଁରେ ଗତକାଲି ବିଳମ୍ଵିତ ରାତ୍ରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହାଫଳରେ ସେହି ଗାଆଁର ପ୍ରାୟ ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର ସଠିକ କାରଣ…

ଆଜି ଶିଶୁ ଦିବସ

ଭୁବନେଶ୍ବର: ଆଜି ଶିଶୁ ଦିବସ ଶିଶୁଙ୍କ ପାଇଁ ଦିନଟିଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ…

ଏ ବର୍ଷ ରାଜ୍ୟରେ ଖୋଲିବନି କୌଣସି ନୂଆ…

ଭୁବନେଶ୍ବର:  ଶିକ୍ଷା ଯୋଜନାରେ ୨୦୧୯-୨୦ ଶିକ୍ଷା ବର୍ଷରେ କୌଣସି ନୂତନ ସ୍କୁଲ ଖୋଲିବାର ପ୍ରସ୍ତାବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ନୂଆ ପ୍ରାଥମିକ ସ୍କୁଲ ଖୋଲିବା ସମ୍ପର୍କରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ…

ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ…

ନୂଆଦିଲ୍ଲୀ: ସାବରିମାଳା ମନ୍ଦିର ବିବାଦକୁ ନେଇ ଆସିଲା ସୁପ୍ରିମକୋର୍ଟରେ ବଡ ଶୁଣାଣି। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଛନ୍ତି। ପୂର୍ବ ରାୟକୁ ବଦଳାଇ ଏହାର ଆଗାମୀ ଶୁଣାଣି ବୃହତର ବେଂଚରେ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। କେରଳର…

ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବ:…

ଭୁବନେଶ୍ୱର: ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସୁର ରାଉତରାୟ ବିରୋଧ କରିଛନ୍ତି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ…

ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୋଲିସ…

ଭୁବନେଶ୍ବର: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳକୁ କମିଶନରେଟ ପୋଲିସ ଗିରଫ କରିଛି। ପୋଲିସ କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ୍ଲଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଭୁବନେଶ୍ବର ଏକ କଲେଜ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ କନେଷ୍ଟବଳ…

ଜମିବାଡି ବିବାଦରୁ ବୃଦ୍ଧ ଦମ୍ପତ୍ତିଙ୍କୁ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଏ କାସିପାଳ ଜଙ୍ଗଲରେ ଦୁଇଟି ସ୍ଥାନରେ ଦୁଇଟି ମୃତଦେହ ପୋତା ଯାଇଥିବା ଜଣାପଡ଼ିଛି। ଛେଳି ଚରାଉ ଥିବାବେଳେ ଏହି ମୃତଦେହକୁ ଦେଖି ଗାଁରେ ଖବର ଦେଇଥିଲେ ଛେଳି ଚରାଳି। ଗତ ଶୁକ୍ରବାର ଦିନ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ଼ ଓ ତାଙ୍କ ସ୍ତ୍ରୀ…

ଆଜି ମୋ’ ସ୍କୁଲ ମୋବାଇଲ୍‌ ଆପ୍‌…

ଭୁବନେଶ୍ବର: ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା, ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲର ବିକାଶ ସହ ଯୋଡ଼ିବା। ଏଥିରେ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସ୍କୁଲର ପାଠାଗାର,…