Odisha Link
Bridging the Missing Links in Odisha
Daily Archives

November 15, 2019

କ୍ରିକେଟ ଓ ରାଜନୀତିରେ ସବୁ କିଛି ସମ୍ଭବ:…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଦିନକୁ ଦିନ ଜମୁଛି ରାଜନୀତି। ଏଥିସହିତ ଖୁବ୍‌ ଜମୁଛି ବୟାନବାଜି ରାଜନୀତି। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତନୀ ଗଡକରୀ। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ…

ଭୋଟରଙ୍କ ପାଇଁ ଖୁସି ଖବର.. ଜାଣନ୍ତୁ…

ଭୁବନେଶ୍ୱର : ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମର ଅବଧିକୁ ଭୋଟରମାନଙ୍କ ସୁବିଧା ନିମନ୍ତେ ଭାରତର ନିର୍ବାଚନ କମିଶନ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସୁଦ୍ଧା ମୋଟ ୪,୮୫,୨୪୧ ଗୋଟି ଅର୍ଥାତ୍‌ ଶତକଡ଼ା ୯୦.୭୭୭…

ଶେଷଥର ପାଇଁ ଏଇଠି ବସିଲେ ସିଜେଆଇ…

ନୂଆଦିଲ୍ଲୀ: ଆସନ୍ତା ୧୭ରେ ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଆଜି ଶେଷଥର ପାଇଁ କୋର୍ଟ ନମ୍ବର ୧ରେ ବସିଛନ୍ତି। କୋର୍ଟ ନମ୍ବର ୧ ହେଉଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କୋର୍ଟ। ଏହି ସ୍ଥାନରେ ହିଁ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ହେବା ଦିନଠାରୁ…

ଏସ୍‌ଟିଏସ୍‌ସି ବିଭାଗ ପାଇଁ ଦକ୍ଷତା…

ଭୁବନେଶ୍ୱର : ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ସହଯୋଗରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଦକ୍ଷତା ବିକାଶ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂଆ ଅନୁଭୂତି, ଦୃଷ୍ଟିକୋଣ…

ମହାରାଷ୍ଟ୍ରରେ ବିନା ବିଜେପିରେ ସରକାର…

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବୟାନ ବାଜି ରାଜନୀତି। ଦିନକୁ ଦିନ ରୋଚକ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ସରାକର ଗଠନ କରିବା ପାଇଁ ନିଜ ନିଜ ଦମ୍‌ ଦେଖାଉଛନ୍ତି ପ୍ରମୁଖ ରାଜନୈତିକ ଦଳ। ଗୋଟିଏ ପଟେ ଶିବସେନା-କଂଗ୍ରେସ ଓ ଏନସିପି ସରକାର ଗଠନ ପାଇଁ…

‘ଭୁଲ୍-ଭୁଲୈୟା-୨’ରେ ନଜର ଆସିବେ ଏହି…

ମୁମ୍ବଇ : ବଲିଉଡ ନିର୍ଦ୍ଦେଶକ ଅନେଶ ବାଜମେଙ୍କ ସିନେମା ‘ଭୁଲ୍-ଭୁଲୈୟା-୨’କୁ ଦର୍ଶକ ଖୁବ ଶୀଘ୍ର ଦେଇଖିବାକୁ ପାଇବେ । ୨୦୦୭ ମସିହାରେ ‘ଭୁଲ୍-ଭୁଲୈୟା’ ସିନେମାଟି ରିଲିଜ ହୋଇଥିଲା ’ ,ଏଥିରେ ଅକ୍ଷୟ କୁମାର ଓ ବିଦ୍ୟାୱାଲନ ଲିଡ୍ ଚରିତ୍ରରେ ଅଭିନୟ କରିଥିଲେ । ସିନେମାଟି ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ…

ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପଛରେ…

ଇନ୍ଦୋର: ଆଜି ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ସେଥିପାଇଁ ମୟଙ୍କ ଅଗ୍ରଓ୍ବାଲଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା। ହେଲେ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପୂର୍ବରୁ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ଅଗ୍ରଓ୍ବାଲଙ୍କ…

ଆକ୍ରମଣ ପଛରେ ଅପରାଜିତା: ହରେକୃଷ୍ଣ

ଭୁବନେଶ୍ବର: ଭୁବନେଶ୍ବର ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ। ଏକାମ୍ର ହାଟ ନିିିକଟରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଆକ୍ରମଣର ଶିକାର ହୋଇ କ୍ୟାପଟାଲ ହସ୍ପିଟାଲ ଯାଇଥିଲେ ହରେକୃଷ୍ଣ। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦଙ୍କ ଇଙ୍ଗିତରେ ହିଁ ମୋ…

ବୈଠକରେ ୨୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏହି ବୈଠକରେ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ରହିଛି। ପଞ୍ଚାୟତିରାଜ ବିଭାଗର ୭ଟି ଓ ଅର୍ଥ ବିଭାଗର ଗୋଟିଏ ପ୍ରସ୍ତାବ ଅନୁମୋଦିତ ହୋଇଥିବା ବେଳେ ଉଚ୍ଚଶିକ୍ଷା,…

ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ବକ୍ତୃତା…

ଭୁବନେଶ୍ୱର : ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରାୟ ୨୦ଟିରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ…