Odisha Link
Bridging the Missing Links in Odisha
Daily Archives

November 16, 2019

ହିଟଲର୍‌ଙ୍କ ଏହି ଦୁର୍ଗ ପାଲଟିବ ବିଳାସ…

ଏକଦା ଏହି ବିଶାଳ ବଙ୍କରଟି ଶତ୍ରୁ ଦାଉରୁ ରକ୍ଷା ପାଇବା ପାଇଁ ନାଜିମାନଙ୍କ ଦ୍ବାରା ବ୍ୟବହୃତ ହେଉଥିଲା। ଆଉ ଏବେ ସେହି ସୌଧକୁ ଏକ ୧୩୬ କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯାଉଛି। ହାମବର୍ଗ ସହରର ସେଣ୍ଟ ପାଉଲି ଠାରେ ଅବସ୍ଥିତ ଏହି ବଙ୍କରର ମୂଳନାମ ଥିଲା ଫ୍ଲାକ୍‌ ଟାଓ୍ବାର -୫।…

ଯୋଗାଣ ବିଭାଗ ପକ୍ଷରୁ ସୁଲଭ ମୂଲ୍ୟରେ…

ଭୁବନେଶ୍ୱର : ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।  ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ସୁଲଭ ମୂଲ୍ୟ…

ଏଣିକି ବାହାରେ ମଳତ୍ୟାଗ କଲେ ତଣ୍ଡ ଗଣିବେ…

ଭୁବନେଶ୍ବର: ଆପଣ ରାଜଧାନୀରେ ରହୁଛନ୍ତି କି? ଆପଣ ଖୋଲାରେ ଶୌଚ କରୁଛନ୍ତି କି? ଯଦି ହଁ ତେବେ ସାବଧାନ। କାରଣ ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି। ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍…

ରାଜ୍ୟରେ ୧୦୪ ସ୍ବାସ୍ଥ୍ୟ ସାହାଯ୍ୟ ସେବା…

ଭୁବନେଶ୍ବର : ଏହି ସେବାରେ ଆଜିଯାଏ ଦୈନିକ ନିର୍ଧାରିତ ସଂଖ୍ୟା ରୋଗୀଙ୍କୁ କଲ କରାଯାଇ ନବଜାତି ଶିଶୁ ଏବଂ ମାତୃ ସ୍ବାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଛି । ଏହା ସହିତ ବିପଦାପନ୍ନ ଗର୍ଭବତୀ ମା ଯେଉଁମାନେ ଏମସିଟିଏସ ରେ ପଞ୍ଜିକୃତ ସେମାନଙ୍କୁ ପ୍ରସୂତି ପୂର୍ବ ଏବଂ ପରବର୍ତ୍ତୀ ଏବଂ ନବଜାତ ଶିଶୁ ର…

ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ…

ମୁମ୍ବାଇ: ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ। ଏଥିସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଥାଉକି କୋଟି କୋଟି ଟଙ୍କା କ୍ଷତିରେ ଚାଲୁଛି ରିଲାଏନ୍ସ କମ୍ୟୁନିକେସନ। ଇସ୍ତଫା ଦେଇଥିବା…

ଶିକ୍ଷିତ ବେକାରୀରେ ଆଗରେ ଗଞ୍ଜାମ, ସୁର…

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଏବେ ବେକାରୀ ସମସ୍ୟା ଏକ ଉତ୍କଟ ରୂପ ଧାରଣ କରିଛି। ବେକାରୀ ସମସ୍ୟାକୁ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ସେ ଗୃହରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ଅଛନ୍ତି। ସମଗ୍ର ରାଜ୍ୟରେ ମୋଟ୍‌ ୯…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…

ଭୁବନେଶ୍ୱର  :ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏ । ସତ୍ୟଶୀଳ, ନିରେପକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି । ଗୋଟିଏ ଦାୟିତ୍ୱବାନ ଗଣମାଧ୍ୟମ ସର୍ବଦା ଜନମତକୁ ଜାଗ୍ରତ କରିବା ସହିତ ଦେଶର ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିଥାଏ ବୋଲି…

ଖୋଲିଲା ସାବରିମାଲା ମନ୍ଦିର, ପୋଲିସ୍‌…

କେରଳ: ସୁପ୍ରିମକୋର୍ଟଙ୍କ ସୁପ୍ରିମ୍‌ ରାୟ ପରେ ଆଜି ଖୋଲିଲା ସାବରିମାଲା ମନ୍ଦିର। ମଣ୍ଡଳା ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରେ କେରଳର ସାବରିମାଲା ମନ୍ଦିର ଖୋଲିଛି। ମନ୍ଦିର ଖୋଲିଲା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୪୧ ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ…

ନୂଆଦିଲ୍ଲୀ: ଭାରତ ବାଂଲାଦେଶ ବିପକ୍ଷ ୨ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଜି ମାରିନେଇଛି। ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି ଭାରତ। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତର ଏହା ଦଶମ ଇନିଂସ୍ ବିଜୟ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ଖେଳାଯାଉଥିବା ଏହି…

ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ…

ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରି ପାରିବେ। ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ…