Odisha Link
Bridging the Missing Links in Odisha

ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର

ରାଉରକେଲା: ପାନପୋଷ ଷ୍ଟେସନ ରୋଡ଼ରେ ଥିବା ଏକ ସେଲୁନ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର ହୋଇଛନ୍ତି। ଚନ୍ଦନ ଠାକୁର ଓ ଗୋବିନ୍ଦା ଠାକୁର ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ପୋଡି ହୋଇଯାଇଛନ୍ତି। ଏମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା, ସେଠାରେ ଗୋବିନ୍ଦା ଠାକୁରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଜୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି। କେଉଁ ସ୍ଥିତି ପରିସ୍ଥିତିରେ ଏକ ସେଲୁନ ଦୋକାନରେ ଗ୍ୟାସ ସିଲିଣ୍ଡସର ରଖାଯାଇଥିଲା ରଘୁନାଥପାଲି ପୋଲିସ ତାହାର ତଦନ୍ତ କରୁଛି ।

Comments are closed.