Odisha Link
Bridging the Missing Links in Odisha
Daily Archives

November 18, 2019

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ…

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରଙ୍ଗମଞ୍ଚରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏହି ଉତ୍ସବ ୫ ଦିନ ଧରି ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳା ଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ହେବ ଯେଉଁଥିରେ ୬ ଗୋଟି ଦେଶର ବାଲୁକା…

ଅଯୋଧ୍ୟା ଗସ୍ତ ବାତିଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନରେ ଅନିଶ୍ଚିତତା ଲାଗି ରହିଛି। କିଏ ଗଢ଼ିବ ସରକାର ଏନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦେଇଛନ୍ତି। ସେ ଆସନ୍ତା ୨୪ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବାର ଥିଲା। କିନ୍ତୁ ଆଜି ଏହି କାର୍ଯ୍ୟକ୍ରମକୁ…

ଡିସେମ୍ବରରେ ମହାରାଷ୍ଟ୍ରବାସୀ ନୂଆ ସରକାର…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ ଲାଗି ରହିଛି ଅନିଶ୍ଚିତତା। କିଏ ସରକାର ଗଠନ କରିବ ସେ ନେଇ ବି ସ୍ଥିତି ସ୍ପଷ୍ଟ ହୋଇନି। ଅପରପକ୍ଷେ ସରକାର ଗଠନରେ ବିଳମ୍ବ ହୋଇ ପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅର୍ଥାତ୍‌ ଚଳିତ ମାସରେ ଦେଶବାସୀ ମହାରାଷ୍ଟ୍ରରେ ନୂଆ ସରକାର ଦେଖି ପାରିବେ ନାହିଁ।…

ଗୃହରେ ସମ୍ବାଦିକ ସୁରକ୍ଷା ପ୍ରସଙ୍ଗ :…

ଭୁବନେଶ୍ୱର: ଆଜି ବିଧାନସଭା ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗୃହରେ କହିଛନ୍ତି ଯେ, ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି।…

ବିଦ୍ୟୁତ ଚାଳିତ ଗାଡ଼ି ଧରି ସଂସଦ ଆସିଲେ…

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ଦିଲ୍ଲୀବାସୀ ନିଶ୍ବାସ ପ୍ରଶ୍ବାସ ନେବାକୁ କଷ୍ଟକର ହେଉଛି। ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ…

ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର…

ଭୁବନେଶ୍ୱର : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ସାଙ୍ଗିଆକୁ ନେଇ ଯେଉଁ ପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ମିଶ୍ର ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ…

ବିଜେଡି ଓ ଏନସିପିକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଜେଡି ଓ ଏନସିପି ଭଳି ରାଜନୈତିକ ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ପ୍ରଶଂସାର ଭାଷା ବାହାରିଛି। ଉଭୟ ଦଳକୁ ମୋଦି ଭୁରିଭୁରି ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନ ଉପଲକ୍ଷେ ନିଜର ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦଳକୁ ପ୍ରଶଂସା…

କୁକୁର ମାରି ଓଲା ଡ୍ରାଇଭର ଗିରଫ

ଭୁବନେଶ୍ୱର: ରାସ୍ତା କଡ଼ରେ ବୁଲୁଥିଲା କୁକୁର ଛୁଆ। ଆଉ ଜଣେ ଓଲା ଡ୍ରାଇଭର କୁକୁର ଛୁଆ ଉପରେ କାର ଚଢାଇ ଦେଇଥିଲା। ଏଥିରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ୪ଟି କୁକୁର ଛୁଆର ଜୀବନ ଯାଇଥିଲା। ଏହା ପରେ ଓଲା ଡ୍ରାଇଭର ବେଫିକର ହୋଇ ପଳାଇଥିଲା। ତେବେ ଏହା ପରେ ଯେଉଁ ଘଟଣା ଘଟିଛି ତାହା ଶୁଣି ଆପଣ…

ପରିଣତ ବୟସରେ ମା’ ଆଖିରେ ଲୁହ…

ସୋର : ପିଲାଟିକୁ ଏଦୁନିଆରେ ପରିଚୟ ଦେଇଥାନ୍ତି ବାପା ଆଉ ଧରାପୃଷ୍ଟକୁ ଆଣିଥାଏ ମା' । ମା' ଛୋଟରୁ ବଡ କରିବା ସହ ସବୁ ସମୟରେ ଧ୍ୟାନ ଦେଇଥାନ୍ତି । ନିଜ ପେଟକୁ ନଖାଇ ନିଜ ସନ୍ତାନ କଥା ଭାବିଥାନ୍ତି । କିନ୍ତୁ ସନ୍ତାନ ତାଙ୍କ ପରିଣତ ବୟସରେ  ଅଲୋଡା ଭାବି ଏଡାଇ ଦେଇଥାଏ । ପରିଣତ ବୟସରେ ପିଲାମାନେ ଆଶ୍ରା…

କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରାଯାଇଛି। ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଭୁଲ ତଥ୍ୟ ନେଇ ଗୃହର ଅବମାନନା…