Odisha Link
Bridging the Missing Links in Odisha
Daily Archives

November 18, 2019

ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଆଜି ସକାଳେ କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍‌ରୁ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ । ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି। ସୂଚନାଏନୁସାରେ ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ କଟକର ଶିଖରପୁରରେ ରହୁଥିଲେ । ନାଳିକା ଜଣକ ପାଠପଢ଼ାକୁ ନେଇ…

ବିଦେଶରେ ହେବ ଲକ୍ଷ୍ମୀପୁରାଣର ପ୍ରଚାର

ଭୁବନେଶ୍ୱର : ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ, ଏହା ଏକ ସାମାଜିକ ବିପ୍ଲବ । ଲକ୍ଷ୍ମୀପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହି, ଏହା ଏକାଧିକ ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଥିବା ଏକ ବୈପ୍ଲବିକ ଗ୍ରନ୍ଥ । ଯେଉଁ ବାର୍ତ୍ତାକୁ ବର୍ତ୍ତମାନର ଯୁବପିଢି ନିକଟରେ ପହଞ୍ଚାଇବାକୁ…

ମାହାଙ୍ଗା ଭଳି ସାରା ଓଡିଶାରେ ପକ୍କାଘର…

ଭୁବନେଶ୍ୱର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା କଥା ନିଜେ ସରକାର ମାନିଥିଲେ । ନିଜେ ପଚାଂୟତରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରି ତାଲିକା ପ୍ରସ୍ତୁତ କରିବା ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ବଡ…

ଧାନ ପାଇଁ ତେଜିଲା ଆନ୍ଦୋଳନ

ସମ୍ବଲପୁର: ଧାନ କିଣା ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଚାଷୀଙ୍କ ଆନ୍ଦୋଳନ ଜୋରାଦାର ହୋଇଛି। ସମ୍ବଲପୁର କଚେରୀ ପଡ଼ିଆରେ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି। ଆନ୍ଦୋଳନକୁ ଜୋରଦାର କରିବାକୁ ଚାଷୀ ସଂଗଠନ ଘୋଷଣା କରିଥିବା ଜଣାପଡ଼ିଛି। ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…

କ୍ଷମା ମାଗିବାର ପ୍ରଶ୍ନ ଉଠୁନି: ନରସିଂହ

ଭୁବନେଶ୍ୱର: ଯାହା କହିଛି ଠିକ କହିଛି। କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ପରେ ଏଭଳି ରୋକଠୋକ ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଁ ଯାହା କହିଛି…

କ୍ଷମା ମାଗନ୍ତୁ ନରସିଂହ: ବିଜେପି

ଭୁବନେଶ୍ୱର: ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଖୋଦ ନରସିଂହଙ୍କ ସମେତ କଂଗ୍ରେସ ଦଳ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର…

ଗଞ୍ଜେଇ ଚାଷକୁ ମିଳିବ ସରକାରୀ ସ୍ବୀକୃତି,…

ଭୁବନେଶ୍ବର: ଆଗରୁ ଗଞ୍ଜେଇ ଚାଷ ରାଜ୍ୟରେ ଅବୈଧ ଥିଲା। ବେପାରୀମାନେ ଲୁଚାଛପାରେ ଗଞ୍ଜେଇ ଚାଷ କରୁଥିଲେ ଓ ଧରାପଡ଼ି କଡ଼ା ଦଣ୍ଡ ଭୋଗୁଥିଲେ। ହେଲେ ଖୁବ୍‌ ଶୀଘ୍ର ସରକାର ଅବକାରୀ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଗଞ୍ଜେଇ ଚାଷକୁ ବୈଧ କରିବା ପାଇଁ ଆସନ୍ତାକାଲି (୧୯ ନଭେମ୍ବର) ଓଡ଼ିଶା…

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା

ରାଜସ୍ଥାନ: ରାଜସ୍ଥାନରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଦୁର୍ଘଟଣା ହେବା କାରଣରୁ ଘଟଣା ସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଥିବା ମଧ୍ୟ ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ…

ନଭେମ୍ବର ୨୧ ରୁ ମିଡ଼ିଆ ମହାକୁମ୍ଭ

ଭୁବନେଶ୍ୱର : ଉତ୍ତର ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ତୃତୀୟ ସଂଷ୍କରଣର ଉଦଘାଟନ ପାଇଁ ମଂଚ ପ୍ରସ୍ତୁତ । ପୂର୍ବତମ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ, ଆସନ୍ତା ୨୧ ନଭେମ୍ବର ଠାରୁ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ କିଟ ବିଶ୍ୱବିଦ୍ୟାଳୟ…

ସ୍ମିତାରାଣୀ ଘଟଣାକୁ ଚାପୁଛି କିଏ:…

ଭୁବନେଶ୍ବର: କିଛି ଦିନ ହେବ ବହୁ ହଟଗୋଳ ମଧ୍ୟ ଦେଇ ବିଧାନସଭାରେ ଶୀତ କାଳିନଅଧିବେଶ ଜାରି ରହିଥିବା ବେଳେ ଆଜି ବିଧାନସଭାରେ ସ୍ମିତାରାଣୀ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳର ନେତା ପ୍ରଦିପ୍ତ ନାୟକ। ତାଙ୍କ କହିବା ଅନୁଯାୟୀ ସ୍ମିତାରାଣୀ ମାମଲାକୁ ଚପାଇ ଦିଆଯାଉଛି। ଏହି ଘଟଣାରେ ୪ ଜଣ…