Odisha Link
Bridging the Missing Links in Odisha
Daily Archives

November 18, 2019

ଛତିଶଗଡ ମୁଖ୍ୟମନ୍ତ୍ରୀ ଓ…

ନୂଆଦିଲ୍ଲୀ/ଭୁବନେଶ୍ୱର  : ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର…

ସ୍ବଚ୍ଛତା ପାଇଁ ଟୋକନ ବ୍ୟବସ୍ଥା : ଖାଦ୍ୟ…

ଭୁବନେଶ୍ବର: ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ ଓ ଗୃହରେ ତାତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଗୃହ ବାହାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଧାନ ବିକ୍ରି ହେବ, ଚାଷୀ ଧାନ ଦେବେ, ଆଉ ଉଚିତ ମୂଲ୍ୟ ମଧ୍ୟ ପାଇବେ। ଘଟଣା ସମ୍ପର୍କରେ…

ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ ;…

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ- ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି…

ରାଜ୍ୟରେ ଅଭାବୀ ଧାନ ବିକ୍ରି: ନରସିଂହ…

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ ମିଶ୍ର। ୧୫କୁ ଧାନ କିଣିବା ହେବା କଥା ୧୮ ତାରଖ ହେଲାଣି ଧାନ କିଣା ହୋଇ ପାରୁ ନାହିଁ। ଧାନ କିଣା ଆରମ୍ଭ ହୋଇ ନ ଥିଲେ ବି ମିଲକୁ ଧାନ ଆସିଲାଣି। ୟା ର ଅର୍ଥ ରାଜ୍ୟରେ ଅଭାବୀ ଧାନ ବିକ୍ରି ଆରମ୍ଭ ହୋଇ ଗଲାଣି। ପ୍ରଶାସନ ନୀରବ…

ଡିସେମ୍ବରରୁ ଆଉ ୬ ବିଭାଗରେ ଲାଗୁ ହେବ…

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ସହ ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ନିମନ୍ତେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ହସ୍ପିଟାଲ ଓ ଥାନାରେ ଲାଗୁ ହେବା ପରେ ଏହି ଧାରା ଡିସେମ୍ବର ପହିଲାରୁ ରାଜ୍ୟର ଅନ୍ୟ ୬ ଗୋଟି ବିଭାଗରେ ଲାଗୁ କରିବା ନିମନ୍ତେ ରାଜ୍ୟ…

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟମାନେ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ। ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରକାଶ ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ…

ବିଧାନସଭା: ଓଡ଼ିଶା କେବେ ମଦମୁକ୍ତ ହେବ…

ଭୁବନେଶ୍ବର: ଗୋଟିଏ ପଟେ ସରକାର ମଦ ବିକ୍ରି ବୃଦ୍ଧି କରି ମୋଟା ଅଙ୍କର ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଥିବା ବେଳେ ମଦମୁକ୍ତ ଓଡ଼ିଶା ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଖୋଦ୍ ବିଜୁ ଜନତା ଦଳ ବିଧାୟକ। ଏପରିକି ମଦକୁ ନେଇ ରାଜ୍ୟ ରାଜନୀତି ସର୍ବଦା ସରଗରମ ରହିଥାଏ। ଆଜି ବିଧାନସଭା…

୪କିମି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ

କାଲିମେଳା: ମାଲକାନଗିରି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଘଟଣାର ପୁନରାବୃତ୍ତି ଘଟିଥିବା ଜଣାଯାଇଛି। ରାସ୍ତା ଖରାପ ଥିବାରୁ ଏକ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସୂତୀ ୪କିମି ଷ୍ଟ୍ରେଚରରେ ବୁହା ହୋଇଥିବାର ଖବର ମିଳିଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଡ଼ିହସାହିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ହାଇୱା ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ବାଲିକୁଦା ଥାନା ସାନକାଳୀ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଯୁବକ…

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ବୋବ୍‌ଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥପାଠ କରିଛନ୍ତି। ସେ ୫ ମାସ…