Odisha Link
Bridging the Missing Links in Odisha
Daily Archives

November 18, 2019

ଆଜିଠାରୁ ସଂସଦର ଶୀତ ଅଧିବେଶନ

ଭୁବନେଶ୍ୱର: ଆଜି ଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି। କେନ୍ଦ୍ରରେ ବିଜେପି ନେତୃତ୍ବରେ ଚାଲିଥିବା ଏନଡ଼ିଏ ସରକାର ସହିତ ନିର୍ବାଚନ ପରବର୍ତ୍ତୀ କାଳରେ ଭଲ ସମ୍ପର୍କ ରଖିଥିବା ବିଜୁ ଜନତା ଦଳ ଏଥର ପାର୍ଲାମେଣ୍ଟରେ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ସହ…

ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ୍‌

ଦ୍ବାରଶୁଣି: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ି ଚୂରମାର୍‌ ହୋଇଯାଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି।…

ମହାରାଷ୍ଟ୍ର: ଅନିଶ୍ଚିତତା, ସୋନିଆଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ହେଲେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ ନିମନ୍ତେ ଚଲାଇଛନ୍ତି ପ୍ରସ୍ତୁତି। ଏଥିପାଇଁ ବସୁଛି ଘନଘନ ବୈଠକ। ହେଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। କାରଣ ସେଠି…

ବାଲିଯାତ୍ରା: ଭିଡ଼ ଦେଖି ଟ୍ୱିଟ୍ କଲା…

କଟକ: ଗତକାଲି ଥିଲା ରବିବାର। ଏଥିପାଇଁ ଛୁଟିଦିନରେ ଐତିହାସିକ ବାଲିଯାତ୍ରା ଦେଖିବା ପାଇଁ ପଡ଼ିଆରେ ଜମିଥିଲା ପ୍ରବଳ ଭିଡ଼। ଏଇ ଭିଡ଼କୁ ସମ୍ଭାଳିବାକୁ କମିାନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ହେଲେ ଭିଡ଼ ଏତେ ମାତ୍ରାରେ ହୋଇଥିଲା ଯେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଏକ ଟୁଇଟ ଜାରି…

ବାରବାଟୀ ଦିନିକିଆ: କ୍ରିକେଟ ପ୍ରେମୀଙ୍କୁ…

ଭୁବନେଶ୍ବର: ବହୁ ଦିନର ବ୍ୟବଧାନରେ ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ ଫିଭର। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ଏଥିପାଇ ଚାଲିଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ…

ଭୁବନେଶ୍ବର ‘ମୋ ବସ୍‌’…

ଲକ୍ଷ୍ନୌ: ଭୁବନେଶ୍ବରରେ ଚାଲୁଥିବା 'ମୋ ବସ୍‌' ସେବାକୁ ମଳଳିଛି ଦେଶର ଶ୍ରେଷ୍ଟ ସହରାଞ୍ଚଳ ବସ୍‌ ସେବା ପ୍ରକଳ୍ପ ସମ୍ମାନ। ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ସହରାଞ୍ଚଳ ଯାତାୟତ ସମ୍ମିଳନୀ(Urban Mobility India Conference)ରେ…