ଶିବସେନାକୁ ଅଡ଼ୁଆ ପାଓ୍ବାରଙ୍କ ବୟାନ,…
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଦିନକୁ ଦିନ ଟୁଇଷ୍ଟ ବଢ଼ିବାରେ ଲାଗିଛି। କେତବେଳେ କିଏ କଣ କହୁଛି ତାହା ସମସ୍ତଙ୍କ ଅବୁଝା। ହେଲେ ସରକାର ଗଠନକୁ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସହିତ ବୁଝାମଣା ନହେବାରୁ ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା। ଏକଥା ବି…