Odisha Link
Bridging the Missing Links in Odisha
Daily Archives

November 21, 2019

ମହାରାଷ୍ଟ୍ର: ମେଣ୍ଟ ପାଇଁ ସହମତି,…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆସ୍ତେ ଆସ୍ତେ ବାଟ ସଫା ହେବାରେ ଲାଗିଛି। ସରକାର ଗଠନକୁ ନେଇ ଲାଗି ରହିଥିବା କେଁ ଆସ୍ତେ ଆସ୍ତେ ସମାଧାନର ବାଟ ଫିଟାଉଛି। ହେଲେ ସରକାର ଗଠନକୁ ନେଇ ଏବେ ବି କେଁ ଲାଗି ରହିଛି। କାରଣ ଆସନ୍ତାକଲି ହେଉଛି ଗୁରୁତ୍ବପୂର୍ଣ୍ଣ ଦିନ। ଆସନ୍ତାକାଲି ଶିବସେନା, କଂଗ୍ରେସ…

ଭୁବନେଶ୍ୱରରେ ଦକ୍ଷତା ବିକାଶ ଓ ଶିଳ୍ପ…

ଭୁବନେଶ୍ୱର : ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଆଇ), ମ୍ୟାଟେରିଆଲ୍ ରିସାଇକ୍ଲିଂ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମ୍ଆର୍ଏଆଇ) ଏବଂ ଆଲୁମିନିୟମ୍ ସେକଣ୍ଡାରୀ ମାନ୍ୟୁଫାକ୍ଚରର୍ସ୍ (ଏଏସ୍ଏମ୍ଏ) ସହ ମିଳିତ ଆନୁକୂଲ୍ୟରେ ଜୱାହରଲାଲ ନେହରୁ ଆଲୁମିନିୟମ୍ ରିସର୍ଚ୍ ଡେଭେଲପ୍ମେଣ୍ଟ୍ ଆଣ୍ଡ ଡିଜାଇନ୍ ସେଣ୍ଟର୍…

ଓଡ଼ିଶାବାସୀଙ୍କ ସେବା କରିବି: ଅଭୟ

ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ୍‌ ଅଭୟ। ନିଯୁକ୍ତି ପାଇବା ପରେ ବରିଷ୍ଠ ଆଇପିଏସ୍‌ ଅଭୟ ଗଣମାଧ୍ୟକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡିଜିପି ଭାବେ ନିଯୁକ୍ତି ପାଇଥିବାରୁ ମୁଁ ବହୁତ ଖୁସି। ଓଡ଼ିଶାବାସୀଙ୍କ ସେବା କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି…

ବିଧାନସଭା: ରାଜସ୍ୱ ବିଭାଗ ଖର୍ଚ୍ଚ ଦାବି…

ଭୁବନେଶ୍ବର: ବିଧାନସଭା ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଛି। ମୋଟ୍‌ ୫୪କୋଟି ୮୭ଲକ୍ଷ ୫୦ହଜାର ଟଙ୍କାର ବଜେଟ ଅନୁମୋଦନ ହୋଇଛି। ଅପରପକ୍ଷେ ଗୃହରେ ହୋଇଥିବା ଆଲୋଚନାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ…

ଗଞ୍ଜେଇ ଚାଷକୁ ଅନୁମତି ଦେବେ ଏହି ରାଜ୍ୟ…

ଭୋପାଲ୍‌: ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେଲେ ନାହିଁ ଓଡ଼ିଶା ସରକାର। ହେଲେ ଖୁବଶୀଘ୍ର ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାରର ଆଇନ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ…

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏତେ ପରିମାଣର ଆଇଇଡି ଠାବ ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି ଏବଂ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ…

ମହିଳାଙ୍କ ମୃତ୍ୟୁରେ ଧର୍ମଭାଇର…

ଜଗତସିଂହପୁର: ମହିଳାଙ୍କ ଆତ୍ମହ୍ୟାରେ ମ୍ରିୟମାଣ ହୋଇ ଧର୍ମଭାଇ ବି ଆତ୍ମହତ୍ୟା କରିଛି। ଏମିତି ଏକ ଘଟଣା ଦେଖିବାକୁ ମିଳଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ। ଦୁଇଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ନିଜ ଘରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର…

ବୋହୂକୁ ରାସ୍ତା ମଝିରେ ପିଟିବା ମହଙ୍ଗା…

ଯାଜପୁର: ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ ପରେ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଲାଇ ଚଲାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୂ ସରୋଜିନୀ ସ୍ୱାଇଁଙ୍କୁ ମେଡିକାଲ ପଠାଇବା ସହ ଦିଅର,…

ଅଣ୍ଡା ନେଲା ଜୀବନ

ଧର୍ମଶାଳା: ଅଣ୍ଡା କଥା ପଡିଲେ ଆପଣ ନକଲି ଅଣ୍ଡା କିମ୍ବା ପ୍ଲାଷ୍ଟିକ ଅଣ୍ଡା କଥା ଭାବୁଥିବେ। ଆଜିକାଲି ଖବରକାଗଜ, ନ୍ୟୁଜ୍‌ ଓ ସୋସିଆଲ ମିଡିଆରେ ଆପଣ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ଖବର ଶୁଣୁ ଥିବେ ନିଶ୍ଚିତ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ନକଲି ଅଣ୍ଡା ବିଷୟରେ କହୁ ନାହୁଁ। ଏବେ ଆପଣ ଭାବୁ ଥିବେ ସାମାନ୍ୟ…

ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ…