Odisha Link
Bridging the Missing Links in Odisha

ବାଣୀ ବିହାର; ଚିକିତ୍ସିତ ହେଲେ ଉଦ୍ଧାର ବ୍ୟକ୍ତି

ଭୁବନେଶ୍ବର : ଆତ୍ମାହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସପିଟାଲ ରେ ଚିକିତ୍ସା ଚାଲିଛି । ଉକ୍ତ ବ୍ୟକ୍ତି ଜଣକ ଡାକ ବିଭାଗରେ କାମକରୁଥିଲେ କିନ୍ତୁ ୨୦୧୮ରେ ସେ କାମରୁ ବାହାରି ଯାଇଥିଲେ ।
ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାପାଇଁ ପ୍ରାୟ ୫୦ ଜଣ ଅଗ୍ନିସମ ବିଭାଗ ଥିଲେ । ସୁବୋଧଙ୍କ ବାପା କହିବା ଅନୁସାରେ ସେ ଚାକିରିରୁ ବାହାରିବା ପରେ ଚାପ ଗ୍ରସ୍ତରେ ଥିଲେ । ତାଙ୍କ ପରିବାର ତରଫରୁ ମାସେ ହେବ ନିଖୋଜ ଥିବାର ଅଭିଯୋଗ ନୟାପଲ୍ଲୀରେ କରାଯାଇଥିଲା ।

ଦେଖନ୍ତୁ ଭିଡ଼ିଓ-

Comments are closed.