ବାଣୀ ବିହାର; ଚିକିତ୍ସିତ ହେଲେ ଉଦ୍ଧାର…
ଭୁବନେଶ୍ବର : ଆତ୍ମାହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସପିଟାଲ ରେ ଚିକିତ୍ସା ଚାଲିଛି । ଉକ୍ତ ବ୍ୟକ୍ତି ଜଣକ ଡାକ ବିଭାଗରେ କାମକରୁଥିଲେ କିନ୍ତୁ ୨୦୧୮ରେ ସେ କାମରୁ ବାହାରି ଯାଇଥିଲେ ।
ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାପାଇଁ ପ୍ରାୟ ୫୦ ଜଣ ଅଗ୍ନିସମ ବିଭାଗ ଥିଲେ ।…