Odisha Link
Bridging the Missing Links in Odisha
Daily Archives

November 22, 2019

ପୁଣି ପ୍ରେମରେ ପଡିଲେ ନେହା !

ମୁମ୍ବାଇ : ବଲିଉଡର ସୁମଧୁର କଣ୍ଠଧାରୀ ଗାୟିକା ନେହା କକ୍କର । ସେ ନିଜର ସଙ୍ଗୀତ ଯାଦୁରେ ଛୋଟରୁ ବଡ଼ ଯାଏଁ ସମସ୍ତଙ୍କ ମନ କିଣି ନେଇଛନ୍ତି । ନେହା ଅନେକ ପରିଶ୍ରମ କରି ସଫଳତା ପାହାଚରେ ପହଞ୍ଚିପାରିଛନ୍ତି । କିଛି ଦିନ ହେବା ନେହା ନିଜ ରିଲେସନସିପ କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ନିକଟରେ…

ଆମ୍ବୁଲାନ୍ସ ଧକ୍କାରେ ମହିଳାଙ୍କ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ପୂଜାରୀଗୁଡ଼ା ଛକ ନିକଟରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଓ ବାଇକ ଧକ୍କା ହୋଇଛି। ଏଥିରେ ବାଇକରେ ଥିବା ଦମ୍ପତିଙ୍କ ମଧ୍ୟରୁ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଥିବା ସହ ଆହତ ହୋଇ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ହେବା ପରେ…

ରାଜ୍ୟରେ ୭୫୯ଟି ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ବର: ରାଜ୍ୟରେ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର ହିସାବ ନାହିଁ। ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ କେତୋଟି ରହିଛି ତାହାର ଅଡିଟ୍ କରାଯାଉଛି ବୋଲି ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି। ମଙ୍ଗଳବାର ବିଧାନସଭାରେ…

ମହିଳା ସୁରକ୍ଷା ପ୍ରସଙ୍ଗରେ ବର୍ଷିଲା…

ଭୁବନେଶ୍ବର : ରାଜ୍ୟର ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ମହିଳା ଓ ଶିଶୁ କନ୍ୟା ଅସୁରକ୍ଷିତ । ଦ୍ବୀପ ତଳ ଅନ୍ଧାର ଓ ରାଜ୍ୟ ସରକାରଙ୍କର ୫ଟି ସମ୍ପୂର୍ଣ୍ଣ ବିଫଳ କହିଲା ବିଜେପି ମହିଳା ମୋର୍ଚ୍ଚା। ମହିଳାଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନ…

ଡିସେମ୍ବରରେ ନୂଆ ପିସିସି କମିଟି ଗଠନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ନୂଆ ପିସିସି କମିଟି ଗଠନ ହେବା ନେଇ ସମ୍ଭାବନା ରହିଛି। ନୂଆ କମିଟି ଗଠନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଗସ୍ତ କରି ଚଳିତ ମାସରେ ରିପୋର୍ଟ ଦେବେ । ୨/୩ ଜଣ ପର୍ଯ୍ୟବେକ୍ଷକମାନଙ୍କୁ…

ବାଣୀବିହାର କ୍ୟାମ୍ପସ୍‌ରେ ଯୁବକଙ୍କ…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ୍‌ରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଯୁବକ ଜଣକ ଉଲଗ୍ନ ଅବସ୍ଥାରେ ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟା କରିବାର ଧମକ ଦେଉଛନ୍ତି। ଏହି ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ଘଟଣା ସ୍ଥଳରେ ପହଞ୍ଚିଛି ଦମକଳବାହିନୀ। ୩ ପ୍ରକାରର ଉଦ୍ୟମରେ…

ଅଳଙ୍କାର ନୁହେଁ ଟମାଟ ପିନ୍ଧି ବିବାହ…

ଇସଲାମବାଦ : ଗହଣା , ଝିଅ ମାନଙ୍କର ଅତି ପ୍ରିୟ ହୋଇଥାଏ । ବିବାହ ହେଉକି କୌଣସି ଉତ୍ସବ ପୋଷାକ ସହ ସୁନା ହେଉକି ରୂପା ଅଳଙ୍କାର ନିତ୍ୟାନ୍ତ ଆବଶ୍ୟକ । ଅଳଙ୍କାର ବିନା ବିବାହ କରିବା ଯେପରି ଅସପୂର୍ଣ୍ଣ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଜଣେ ନବବଧୂ ଗହଣା ନ ପିନ୍ଧି ଟମାଟ ପିନ୍ଧଥିଲେ । ସେ…

ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହର ମଝିରେ ଥିବା ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି ସହ ବିଧାନସଭାର ଘେରାଉର କାର୍ଯ୍ୟକ୍ରମ ରହିଛି। ବିନା ନୋଟିସରେ ବଳପୂର୍ବକ ସାଲିଆସାହି ଉଚ୍ଛେଦ କରାଯାଉଥିବା ଅଭିଯୋଗ ବସ୍ତିବାସିନ୍ଦା ପକ୍ଷରୁ ରାଲି। ମିଳିଥିବା ସୂଚନା ଅନୁସାରେ ସାଲିଆ ସାହି…

ପ୍ଲାଟିନମ୍‌ ଜୁବୁଲି ପାଇଁ ଛାତ୍ରଛାତ୍ରୀ…

ଭୁବନେଶ୍ବର: ସ୍ବତନ୍ତ୍ର ଓଡିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ। କାଳକ୍ରମେ ଏହି ବାଣୀ କ୍ଷେତ୍ରକୁ ପୁରୁଛି ୭୫ ବର୍ଷ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର। ପ୍ଲାଟିନମ୍‌ ଜୁବୁଲିକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ…

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନର ୨ଟି ୱାଗନରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁକୁ ଆୟତ କରାଯାଇଛି। ପ୍ରଥମେ ରହେନଭଟ୍ଟା ରେଳଷ୍ଟେସନରେ କୋଇଲା…