Odisha Link
Bridging the Missing Links in Odisha
Daily Archives

November 23, 2019

ମହିଳା ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର!

ପୁରୀ: ପୁରୀ ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯ଼ୋଗ ଆସିଛି ।ମହିଳାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ବିଳମ୍ବିତ ରାତିର ହୋଇଥିବା ଜଣାପଡ଼ିଛି। ମହିଳା…

ଟ୍ରିପଲ ମର୍ଡର, ୪ଗିରଫ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ବାଲିରୋଇ ଗାଁରୁ ତିନି ଶବ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ସମେତ ଚାରି ଜଣଙ୍କୁ ଗିରଫ କରିବା ସହ ବାରକୋଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର…

୨୫ରେ ଭୁବନେଶ୍ବର ସ୍କିଲ୍‌ ମେଳା

ଭୁବନେଶ୍ୱର: କୌଶଳୀ ଖୋଜୁଥିବା ଅନୁଷ୍ଠାନ ଓ ଏବଂ କୌଶଳ ହାସଲ ନିମନ୍ତେ ଆଗ୍ରହୀ ଥିବା ଯୁବପିଢିଙ୍କୁ ଏକାଠି କରିବା ଲକ୍ଷ୍ୟ ରଖି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଆୟୋଜନ କରାଯାଉଛି ଏହି ସ୍କିଲ୍‌ ମେଳା। ଏହି ମେଳା ଆସନ୍ତା ୨୫ ତାରଖରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଏହି…

ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ବିମାନ…

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ଏୟାର ଇଣ୍ଡିଆର ବିମାନ ସେବା। ଏହି ବିମାନ ଚଳାଚଳ ସେବା ଆସନ୍ତା ଜାନୁଆରି ୨୦ରୁ ଆରମ୍ଭ ହେବ ଏବଂ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ଏୟାର ଇଣ୍ଡିଆର ବରିଷ୍ଠ ଏଜିଏମ୍‌(ମାର୍କେଟିଂ ପ୍ଲାନିଂ ଆଣ୍ଡ ସିଡ୍ୟୁଲସ୍‌) ମୋନିକା ଠୁକରାଲ ବିଜୁ…

ରାଜ୍ୟ ରାଜସ୍ବ ଆଦାୟରେ ୯% ବୃଦ୍ଧି

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ଆଦାୟରେ ୯% ବୃଦ୍ଧି ଘଟିଛି। ଅଣ ଟିକସ ବାବଦକୁ ୭୩୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ସେଥିରେ ୧୨.୨୪% ବୃଦ୍ଧି ଘଟିଛି। ଖଣି ରାଜସ୍ବ ଆଦାୟରେ ୧୧% ଓ ଜଳ କର ଆଦାୟରେ ପ୍ରାୟ ୪୬% ବୃଦ୍ଧି ଘଟିଛି। ନିଜସ୍ବ ଟିକସ‌ରେ ୭.୫୬ ପ୍ରତିଶତ ବୃଦ୍ଧି…

‘ମେକ୍‌ ଇନ୍‌ ଓଡିଶା’ରେ…

ଭୁବନେଶ୍ବର: ଓଡିଶାକୁ ୨୦୧୬ ଏବଂ ୨୦୧୮ରେ 'ମେକ୍‌ ଇନ୍‌ ଓଡିଶା'ର ଦୁଇ ଗୋଟି ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୮୬ଟି ପ୍ରସ୍ଥାବ ଆସିଥିଲା। ୨୦୧୬ ସଂସ୍କରଣରେ ୮୪ଟି ଏବଂ ୨୦୧୮ ସଂସ୍କରଣରେ ୨୦୨ ଟି ପ୍ରସ୍ତାବ ଆସିଥିଲା। ଏହି ମାଧ୍ୟମରେ ୬,୨୬,୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ…

ଆମେ ଗଢ଼ିବୁ ସରକାର: ଶରଦ

ମହାରାଷ୍ଟ୍ର: ମୁମ୍ବାଇରେ ଶରଦ ପାୱାର-ଉଦ୍ଧବ ଠାକରେଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶରଦ ପାୱାର କହିଛନ୍ତି ଯେ, ବିଜେପିକୁ ସମର୍ଥନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନସିପିର ବିଚାରଧାରା ଓ ଆଦର୍ଶ ବିରୋଧୀ। ସେମାନେ ଗୃହରେ ବହୁମତ ସାବ୍ୟସ୍ତ କରିପାରିବେନି। ଆଜିତ…

ରାଜସ୍ଥାନରେ ସଡ଼କ ଦୁର୍ଘଟଣା: ମୃତ୍ୟୁ…

ରାଜସ୍ଥାନ: ଆଜି ଭୋର ୩ଟା ସମୟରେ ରାଜସ୍ଥାନର ନାଗୌରର କୁଚମନରେ ଘଟିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା। ସୂଚନା ମୁତାବକ ୨ଟି ମିନିବସ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ସଡ଼କ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ…

ସ୍ବଚ୍ଛତା ପାଇଁ ଓଡିଶାକୁ ପୁରସ୍କାର

ଭୁବନେଶ୍ବର: ଓଡିଶାକୁ ସ୍ବଚ୍ଛ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ପକ୍ଷରୁ ପୁରସ୍କୃତ କରାଯାଇଛି। ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କୁ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ସଭାରେ 'ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟସ୍' କନକ୍ଲେଭ୍‌ ୨୦୧୯ରେ କେନ୍ଦ୍ର…

ନିଜର ପାରିଶ୍ରମିକ ବଢ଼ାଇଲେ ଅଭିନେତା…

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରିତିକ୍ ରୋଶନ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକିଣି ନେଇଛନ୍ତ । ତାଙ୍କ ଅଭିନୀତ ସିନେମା 'ଓ୍ଵାର୍' ବକ୍ସ ଅଫସରେ ହିଟ ହୋଇ ୪୩୦ କୋଟରୁ ଅଧିକ ଆୟ କରିବା ସହ ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ରିତିକ୍ ଙ୍କ ସିନେମା 'କହୋନା ପ୍ୟାର ହେ' ୨୦୦୦ ସମସିହାରେ…