Odisha Link
Bridging the Missing Links in Odisha

ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇ ମହିଳା

କୃଷ୍ଣପ୍ରସାଦ: ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇଛନ୍ତି ମହିଳା ସଂଘ। ଚିଲିକା ନୂଆପଡା ମହିଳା ମହାସଂଘ ମଦ ବେପାରୀଙ୍କୁ ଅଟକାଇବା ସବ ତାଙ୍କଠାରୁ ମଦ ଛଡାଇ ନେଇଯାଇଛନ୍ତି। ବେପାରୀଙ୍କଠାରୁ ୩୦ କାର୍ଟୁନ ମଦ ଛଡାଇ ନେଇଛନ୍ତି ମହିଳାମାନେ।
ଏହାସହ ରାସ୍ତା ଉପରେ ବସି ମହିଳାମାନ ପ୍ରତିବାଦ କରିଛନ୍ତି। ରାସ୍ତା ଉପରେ ମଦ ବୋତଲ ଭାଙ୍ଗିଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Comments are closed.