Odisha Link
Bridging the Missing Links in Odisha
Daily Archives

November 25, 2019

ଶିବସେନା, କଂଗ୍ରେସ ଓ ଏନସିପି ଦେଇଥିବା…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ। ଏବେବି ମହାରାଷ୍ଟ୍ର ରାଜନୀତିକୁ ଦେଖିଲେ ଆଗକୁ ଆହୁରି ନୂଆ ମୋଡ ଆସିପାରେ। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ସରକାର ଗଠନ କରିବା ନେଇ ଏକପତ୍ର ଦାଖଲ କରିଥିଲେ। ଯେଉଁଥିରେ କାହା ନେତୃତ୍ବରେ ସରକାର ଗଠନ ହେବ…

ବନ୍ଧୁକ ଛାଡି ଝାଡୁ ଧରିଲେ ମାଓନେତ୍ରୀ

ମାଲକାନଗିରି: ହାତରୁ ବନ୍ଧୁକ ଛାଡି ଧରିଛନ୍ତି ଝାଡୁ ଓ ଦେହରୁ ମାଓ ୟୁନିଫର୍ମ କାଢି ପିନ୍ଧିଛନ୍ତି ନୀଳ ପୋଷାକ। ଜଙ୍ଗଲି ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରାକୁ ଛାଡି ଏବେ ପାଲଟିଛନ୍ତି ସାଧାରଣ ମଣିଷ। ଖୁସିରେ ମୁଣ୍ଡ ଟେକି ବଞ୍ଚିବାର ସହ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ଏହି କାହାଣୀ…

ନିଷ୍ପତ୍ତିରେ ଅଟଳ ଅଜିତ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଓ ଏନସିପି ନେତା ଅଜିତ ପାଓ୍ବାର। ହେଲେ ଏଯାଏଁ ଏନସିପି ମୁଖ୍ୟ ଶରଦ ପାଓ୍ବାର ଅଜିତ ପାଓ୍ବରଙ୍କୁ ଦଳରୁ ବହିଷ୍କାର କରିନାହାନ୍ତି। ମିଳିଥିବା ଖବର ମୁତାବିକ…

କନ୍ୟା ୬ ଫୁଟ୍‍ କୁ ବର ୨ ଫୁଟ୍‍

ଓସ୍‌ଲୋ: କଥାରେ ଅଛି ଜୀବନସାଥୀ ଭଗବାନ ହିଁ ଧାର୍ଯ୍ୟ କରିଥାନ୍ତି। ସମ୍ପର୍କ ଗଢିବା ପାଇଁ ସମାନତା କିମ୍ବା ସୌନ୍ଦର୍ଯ୍ୟର ଆବଶ୍ୟକତା ନଥାଏ, ଏହି କଥାକୁ ପ୍ରମାଣ କରିଛନ୍ତି ପାକିସ୍ତାନର ଏକ ଦମ୍ପତ୍ତି। ଏହି ଦମ୍ପତ୍ତିଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚ ଚାଲିଛି। ପାକିସ୍ତାନରେ ୬ ଫୁଟ୍‍ର କନ୍ୟା…

ସଂସଦରୁ ନିଲମ୍ବିତ ହେଲେ ୨ କଂଗ୍ରେସ…

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ରାଜନୀତି ତାତି। ଆଜି ଲୋକସଭାରେ ମହାରାଷ୍ଟ୍ରରେ ବିଜେପି କ୍ଷମତା ଦଖଲ କରିବା ଘଟଣାକୁ କେନ୍ଦ୍ର କରି ହଟ୍ଟଗୋଳ କରିଥିଲେ କଂଗ୍ରେସ ସାଂସଦ। ଲୋକସଭାରେ ହୋହାଲ୍ଲା କରୁଥିବା ଦୁଇ କଂଗ୍ରେସ ସାଂସଦ ଟିଏନ ପ୍ରତାପନ ଓ ହିବି ଇଡେନଙ୍କୁ ଆଜି…

ଫାସ୍‌ଟ୍ୟାଗ୍‌ କଣ? ଜାଣନ୍ତୁ…

ଭୁବନେଶ୍ବର: ଫାସ୍‌ଟ୍ୟାଗ୍‌ ହେଉଛି ଟୋଲ୍‌ ଟିକସ ସଂଗ୍ରହ ଲାଗି ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ସ ଯେଉଁଥିରେ ଟୋଲ୍‌ ଟ୍ୟାକ୍ସରେ ଆପେଆପେ ଟିକସ ପୈଠ ହୋଇଥାଏ। ଆରଏଫଆଇଡି ଅଧାରିତ ଫାସ୍‌ଟ୍ୟାଗକୁ ଗାଡିର ଓ୍ବିଣ୍ଡ ସ୍କ୍ରିନ୍‌ ନିକଟରେ ସଂଯୁକ୍ତ କରାଯାଇଥାଏ। ଏଥିସହ ଫାସ୍‌ଟ୍ୟାଗକୁ ବ୍ୟାଙ୍କ ଆକାଉଣ୍ଟକୁ…

ଶତକ ମାଇଲା ପିଆଜ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ବିନା ପିଆଜରେ ଓଡ଼ିଆଙ୍କ ହାଣ୍ଡିଶାଳ ଏନେବ ଚିନ୍ତାର ବିଷୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ଶତକ ମାରିଲା ପିଆଜ ଦର । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ…

୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର:…

ଭୁବନେଶ୍ବର: ଦୁଷ୍କର୍ମ ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି। ଚଳିତ ବର୍ଷ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି। ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।…

ଆପଣଙ୍କ ଗାଡିରେ ଏହି ସୁବିଧା ନଥିଲେ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଜାତୀୟ ରାଜପଥ ଗୁଡିକରେ ଲାଗୁ ହେବ ନୁଆ ନିୟମ। ଟୋଲ୍‌ ପ୍ଲାଜାଗୁଡିକରେ ରେଡିଓ -ଫ୍ରିକ୍ବେନ୍ସି-ଆଇଡେଣ୍ଟିଫିକେଶନ୍‌ ( ଆରଏଫଆଇଡି) ଆଧାରିତ ଫାସ୍‌ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯିବ। ଘରୋଇ ଗାଡି ହେଇ କିମ୍ବା ବ୍ୟବସାୟିକ ଗାଡି ସମସ୍ତଙ୍କ ପାଇଁ ଏହି…

୧୦୦ କୋଟିର ଜମି ଖାଇଛନ୍ତି ମହାରଥୀ :…

ଭୁବନେଶ୍ବର:ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି। ଶ୍ରୀ ମହାରଥୀଙ୍କ ବିରୋଧରେ ସରକାରୀ ଜମି ହଡ଼ପ ଅଭିଯୋଗ ଆଣିଛି ବିଜେପି। ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଗୋଲକ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ପ୍ରଦୀପ୍‌…