Odisha Link
Bridging the Missing Links in Odisha
Daily Archives

November 25, 2019

ମହାରାଷ୍ଟ୍ର ରାଜନୀତିକୁ ନେଇ ଏପରି କହିଲେ…

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ମହାରାଷ୍ଟ୍ର ରାଜନୀତି ତାତି। ଯାହାର କିଛି ଝଲକ ଆଜି ଲୋକସଭାରେ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଛି। ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହା କହିଛନ୍ତି। ପ୍ରଶ୍ନ ପଚାରିବାକୁ ସେ ଉଠିଥିଲେ, ହେଲେ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା…

ବିଧାନସଭା: ୨୦ ମିନିଟ୍‌ ମୁଲତବି କଲେ…

ଭୁବନେଶ୍ବର: ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ତିର୍ତ୍ତୋଲ ଅଞ୍ଚଳର ଝିଅକୁ ହତ୍ୟା ଘଟଣା ପ୍ରସଙ୍ଗ ଉଠାଇଥଲେ କଂଗ୍ରେସ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଏ ପ୍ରସଙ୍ଗ ଉଠାଇବାପରେ ଗୃହରେ ହଙ୍ଗାମା ଓ ହଟ୍ଟଗୋଳ ହୋଇଥିଲା।…

ବେକାରୀ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି ଦେଖାଦେଇଛି। ବେରୋଜଗାର ପୁରୁଷ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି। ପ୍ରତି ୧୦ ଜଣ ନିଯୁକ୍ତି ଆଶାୟୀଙକ ମଧ୍ୟରୁ ୩ ଜଣ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ମିଳିଛି ଏଭଳି ଉଦ୍‌ବେଗଜନକ…

ସଂସଦରେ ମହାରାଷ୍ଟ୍ର ରାଜନୈତିକ ଝଡ଼

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବା କ୍ଷମତା ଯୁଦ୍ଧ ଏବେ ଦିଲ୍ଲୀରେ। କ୍ଷମତା ପାଇଁ ଦେଖିବାକୁ ମିଳିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ। ଆଜି ମହାରାଷ୍ଟ୍ର ରାଜନୀତିକୁ ନେଇ ସଂସଦରେ ଦେଖିବାକୁ ମିଳିଛି ହଟ୍ଟଗୋଳ। ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ରର…

କାଲି ଆସିବ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ: ଆସନ୍ତାକାଲିକୁ ମହାରାଷ୍ଟ୍ର ରାୟ ଶୁଣାଇବେ ସୁପ୍ରିମକୋର୍ଟ। କାଲି ସକା ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ନ ଦେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଆଜି ଫ୍ଲୋର…

ଗୋଟିଏ ମଞ୍ଚରେ ଦୁଇ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପାଳନର ଦ୍ବିତୀୟ ଦିନରେ ଦୁଇ ପ୍ରତିଦ୍ବନ୍ଦ୍ବୀ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଛାତ୍ରଜୀବନରୁ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ଏହି ଦୁଇ ନେତା କିନ୍ତୁ ମଞ୍ଚରେ ବେଶ୍‌ ବନ୍ଧୁତା ପ୍ରଦର୍ଶନ କରିଥିଲେ। ବିଶ୍ବବିଦ୍ୟାଳୟର…

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପାଳନର ଦ୍ବିତୀୟ ଦିନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପୂରାତନ ଛାତ୍ର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଏହି ଟାଣୁଆ ନେତାଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ବିଶ୍ବିବଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର ତଥା…

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ଆରମ୍ଭ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ତାତି। ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖୁଛନ୍ତି। ଏକ ତିନିଜଣିଆ ବେଞ୍ଚ ସମ୍ମୁଖରେ ସେ ସରକାର ଗଠନ…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ

ପୁରୀ : ଗୋଟେ ପରେ ଗୋଟେ ଶ୍ରୀମନ୍ଦିର ଫଟୋ ଭାଇରାଲ ହେବାରେ ଲାଗିଛି । ତଥାପି ପ୍ରସାଶନ ସଚେତନ ହୋଇନାହିଁ । ଓଲିଉଡ ହିରୋଇନଙ୍କ ସହ ଓ ଟିକ୍ ଟକ୍ ରେ ଆନନ୍ଦ ବଜାରର ଫଟୋ ଭାଇରାଲ ହୋଇଥିଲା । ଏବେ ଆଉ ଜଣେ ଭୋଗ ବିକ୍ରି କରୁଥିବା ସମୟରେ ଫଟୋ ଉଠାଇ ସୋସିୟାଲ ମିଡିରେ ସେୟର କରିଥିଲେ । ପିଣ୍ଟୁ ମହାପାତ୍ର…

ଆନ୍ଧ୍ର କୁ ଗମନାଗମନ ଠପ୍

ଚିତ୍ରାକୋଣ୍ଡା : ସୀମାନ୍ତରେ ରାସ୍ତା ମରାମତି ପାଇଁ ୧୨ ଘଣ୍ଟିଆ ରାସ୍ତା ରୋକ କଲେ ଅଞ୍ଚଳବାସୀ । ଚିତ୍ରାକୋଣ୍ଡା- ବିଶାଖାପାଟଣା ମୁଖ୍ୟରାସ୍ତାଟି ଆନ୍ଧ୍ରକୁ ସଂଯୋଗ କରିଥାଏ । ସୀମାନ୍ତ ବାସୀଙ୍କ  ରାସ୍ତା ଅବରୋଧ ଯୋଗୁଁ ଚିତ୍ରାକୋଣ୍ଡାରୁ ଆନ୍ଧ୍ର କୁ ଯିବାଆସିବା ବନ୍ଧହୋଇଯାଇଛି ।