ଅଜିତ ଦାଦା ଆମ ସହ ଅଛନ୍ତି: ସଞ୍ଜୟ

ମୁମ୍ବାଇ: ମହାରାଷ୍ଟର ପାଓ୍ବାର ପ୍ଲେରେ ଗୋଟିଲ ପରେ ଗୋଟିଏ ସୁପର ଓଭାର ଦେଖିବାକୁ ମିଳୁଛି। ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାଓ୍ବାରଙ୍କ ଇସ୍ତଫା ଖବର ବିଭିନ୍ନ ଗଣମାଧ୍ୟମରେେ ପ୍ରକାଶିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଅଜିତ ପାଓ୍ବାର ଇସ୍ତଫା ଦେଇ ଏବେ ଆମ ସହ ଅଛନ୍ତି। ଉଦ୍ଧବ ଠାକରେ ହେବେ ପୁରା ୫ବର୍ଷ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ସଞ୍ଜୟ। ଉଦ୍ଧବ ଠାକରେଙ୍କୁ ଆଜି ମେଣ୍ଟର ନେତା ଭାବେ ନିର୍ବାଚନ କରାଯିବ ବୋଲି କହିଛନ୍ତି ସଞ୍ଜୟ।
Sanjay Raut, Shiv Sena: Ajit dada has resigned and he is with us. Uddhav Thackeray will be the Chief Minister of #Maharashtra for 5 years. pic.twitter.com/7Qyz169Ivh
— ANI (@ANI) November 26, 2019
Comments are closed.