Odisha Link
Bridging the Missing Links in Odisha
Daily Archives

November 26, 2019

ଫ୍ଲୋର ଟେ‌ଷ୍ଟ ପୂର୍ବରୁ ଅଜିତ୍‌…

ମୁମ୍ବାଇ: ମହାରାଷ୍ଟ୍ର ମହା ରାଜନୀତିରେ ପୁଣି ଏକ ନୂଆ ଟୁଇଷ୍ଟ। ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନସିପି ନେତା ଅଜିତ ପାଓ୍ବାର। ଏନେଇ ସୂଚନା ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ । ଅନ୍ୟପଟେ ଦେବେନ୍ଦ୍ର ଫଡନାଭିସ୍ ଅପରାହ୍ନ 3.30ରେ ପ୍ରେସ୍ ମିଟ୍ ଡାକିଛନ୍ତି…

ଆଶୀର୍ବାଦଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ। ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ। ଦେଢ଼ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ପାସ୍‌ପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ଓ ତଦନ୍ତ…

‘ସମ୍ବିଧାନ ଦିବସ’ ପାଳିତ

ଭୁବନେଶ୍ୱର : ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି । ସକାଳେ ଏହି ଉପଲକ୍ଷେ ଆୟୋଜିତ ଶପଥ ପାଠ ଉତ୍ସବରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ‘ସମ୍ବିଧାନ ଦିବସ’ର ଶପଥ ପାଠ କରାଇଥିଲେ ।…

ଆସନ୍ତାକାଲି ଫ୍ଲୋର ଟେଷ୍ଟ: କ’ଣ କହିଲେ…

ନୂଆଦିଲ୍ଲୀ: ନିର୍ଣ୍ଣାୟକ ମୋଡ଼ରେ ମହାରାଷ୍ଟ୍ର ମହାରାଷ୍ଟ୍ର ପାଓ୍ବାର ପ୍ଲେ। ଆସନ୍ତାକାଲିକୁ ସମସ୍ତଙ୍କ ଅପେକ୍ଷା କାରଣ କିଏ ଗଢ଼ିବ ସରକାର ତାହା ପୂରା ସ୍ପଷ୍ଟ ହୋଇଯିବ। ଆସନ୍ତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟର ପରୀକ୍ଷା ଦେବାକୁ ଆଜି ସୁପ୍ରିମକୋର୍ଟ ନାଟକୀୟ ଢଙ୍ଗରେ କ୍ଷମତା ଦଖଲ କରିଥିବା ବିଜେପି…

ଷ୍ଟାଡିୟମକୁ ପଲିଥିନ୍ ନେବା ମନା

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ‌ରେ ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ବ‌ାରଣ କରାଯାଉଛି। ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆରେ ପଡିଆ ଭିତରକୁ ପଲିଥିନ୍ ନେଇପାରିବେନି ଦର୍ଶକ। ଆଜି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।…

ଦଳିତ ଯୁବତୀଙ୍କ ଦୁଷ୍କର୍ମ ପ୍ରସଙ୍ଗରେ…

ଭୁବନେଶ୍ବର: ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ଦେଉ ନଥିବା ବିରୋଧୀ ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ସେମାନେ ଗୃହରେ ହୋହଲ୍ଲା,…

ଓପିଜିସି ଶ୍ରମିକ ସଂଘ ସହିତ ଆଲୋଚନା କଲେ…

ଭୁବନେଶ୍ୱର : ଓପିଜିସି ଶ୍ରମିକ ସଂଘର କର୍ମ କର୍ତ୍ତାମାନଙ୍କ ସହିତ ଏକ ଆଲୋଚନା ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବିଧାନସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ବୈଠକରେ ଉପସ୍ଥିତ…

ବିଜେପିକୁ ମହାରଥୀଙ୍କ ଚ୍ୟାଲେଞ୍ଜ:…

ଭୁବନେଶ୍ବର: ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ। ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ…

ଜମି ବିବାଦ ସମାଧାନ ପାଇଁ ‘ଲାରା’କୋର୍ଟ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ବେଳେ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମସ୍ୟାରେ ଉପୁଜୁଥିବା ବିବାଦକୁ ସୁରୁଖୁରୁରେ ସମାଧାନ କରିବାକୁ ନିମନ୍ତେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ କର୍ତ୍ତୃପକ୍ଷ(ଲାରା) କୋର୍ଟ ଖୋଲା…

ବିଜେପିର ଦମ୍ଭୋକ୍ତି ସଂଖ୍ୟା ଗରିଷ୍ଠତାର…

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ରରେ ହେବ ଫ୍ଲୋର ଟେଷ୍ଟ। ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡ଼ନାଭିସ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆଜି ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମହାରାଷ୍ଟ୍ରର ସଂଖ୍ୟା ଖେଳ ଉପରେ ସମସ୍ତଙ୍କ ନଜର ରହିଛି।…