Odisha Link
Bridging the Missing Links in Odisha
Daily Archives

November 26, 2019

ବାୟୋଡିଜେଲର ମୂଲ୍ୟ ସ୍ଥିର ରଖାଯାଇ…

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ ଉତ୍ତରରେ…

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର

ଉମରକୋଟ: ଭାରସାମ୍ୟ ହରାଇ ଓଲଟିପଡିଛି ଟ୍ରାକ୍ଟର। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଫୁପୁଗାଁ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ଜଣରୁ ଅଧିକ ମହିଳା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚାନ ଅନୁସାରେ ପୂର୍ଣ୍ଣଗୁଡାରୁ ଭାଲୁକାନାଡି ଗାଁକୁ…

ବିକ୍ରି ହେବନି ବାରବାଟୀର ୫୩୦୦ ଟିକେଟ

କଟକ: ବାରବାଟୀର ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରିରୁ ୫୩୦୦ ଟିକଟ ବିକ୍ରି ହେବ ନାହିଁ। ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଆଜି ଆର୍‌ଡିସିଙ୍କ ସମୀକ୍ଷା ପରେ ଓସିଏର ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆସନ୍ତା ଇଣ୍ଡିଆ-ଓ୍ବେଷ୍ଟିଣ୍ଡିଜ୍‌ ଦିନିକିଆ…

ସବୁ ଲୁଟି ନେବେ

ଭୁବନେଶ୍ବର: ଆଜି ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଧାନସଭାରେ ତାତି। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ପ୍ରତାପ ଜେନା କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫ ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ବୋଲି କହିଛନ୍ତି ପ୍ରତାପ। ଏଥିସହିତ ତନଖି…

ସମ୍ବିଧାନକୁ ୭୦ ବର୍ଷ: ମୋଦିଙ୍କ ଭାଷଣକୁ…

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନକୁ ପୁରିଛି ୭୦ ବର୍ଷ। ଏହି ଅବସରରେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା…

ସମ୍ବିଧାନ ଆମ ପାଇଁ ବଡ ଓ ପବିତ୍ର ଗ୍ରନ୍ଥ…

ନୂଆଦିଲ୍ଲୀ: ମଙ୍ଗଳବାର ୭୦ ତମ ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ମିଳିତ ଅଧିବେଶନ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ…

ଏବେ ଖୋଲିବନି ରତ୍ନ ଭଣ୍ଡାର: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ। ଆଜି ଜଟଣୀ ବିଧାୟକ ସୁର ରାଉତାରାୟ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରିଥିଲେ। ସୁରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫…

ମହାରାଷ୍ଟ୍ର: ଅସ୍ଥାୟୀ ବାଚସ୍ପତି ଦୌଡରେ…

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି। କାରଣ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଦେବେନ୍ଦ୍ର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ପ୍ରୋ ଟେମ ବାଚସ୍ପତି ନିଯୁକ୍ତ କରିବାକୁ କହିଛନ୍ତି।…

ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର: ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ବସଷ୍ଟାଣ୍ଡକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ। ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ମାଲିକ ସଙ୍ଘର ବିରୋଧ…

କିଏ ଏନସିପି ପାଇଁ ହ୍ବିପ୍‌ ଜାରି କରିବ?

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି। କାରଣ ଆସନ୍ତାକାଲି ମହାରାଷ୍ଟ୍ରରେ ଫଡ଼ନାଭିସ ସରକାର ଆସ୍ଥା ଭୋଟର ପରୀକ୍ଷା ଦେବେ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ବିଧାୟକଙ୍କ ପାଇଁ କିଏ…