Odisha Link
Bridging the Missing Links in Odisha

କେୟାର ହସ୍ପିଟାଲରେ ଯାଞ୍ଚ

ଭୁବନେଶ୍ବର:  ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲରେ ଆଜି ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରି ଯାଞ୍ଚ କରିଛନ୍ତି । ସୂଚନା ଅନୁସାରେ ମେଡିସିନ ଷ୍ଟକ୍ ଓ ରୋଗୀଙ୍କ ବିଲ୍ ଆଦି ମଧ୍ୟ ଯାଞ୍ଚ କରୁଛନ୍ତି ।

କେୟାର ହସ୍ପିଟାଲ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା ।ଏହି ପ୍ରସଙ୍ଗକୁ କଂଗ୍ରେସବିଧାୟକ ତାରା ପ୍ରାସାଦ ବିଧାନସଭାରେ ଉଠାଇଥିଲେ ।

Comments are closed.