Odisha Link
Bridging the Missing Links in Odisha
Daily Archives

November 27, 2019

ବିଧାନସଭାରେ କପା ଚାଷୀଙ୍କ କଥା ଉଠାଇଲେ…

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ ଉଠାଇଲେ କପା ଚାଷୀଙ୍କ କଥା। ଆଉ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସୌମ୍ୟ କହିଛନ୍ତି କି, ଧାନ କିଣା ଓ ଟୋକନ୍ ବ୍ୟବସ୍ଥାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି। ଧାନ ଛଡ଼ା ଅନ୍ୟ ଲାଭଜନକ ଫସଲକୁ ପ୍ରୋତ୍ସାହିତ କରାଯିବା…

ଏମସିଏଲରେ ନିଯୁକ୍ତି

ଭୁବନେଶ୍ୱର: ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣିବିଭାଗକୁ ରୁଲିଂ ଦେଇଛନ୍ତି। ଏମସିଏଲରେ ନିଯୁକ୍ତି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ବିଧାନସଭରେ ଏମସିଏଲରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ବିଜେଡି ବିଧାୟକ କିଶୋର…

କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ‘କାଳିଆ’…

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ କାଳିଆ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇ ଏହା କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ କାଳିଆ କିସ୍ତି ମୋଟ ୫୧ ଲକ୍ଷ ୫୨୯୦ ଜଣ ହିତାଧିକାରୀ ପାଇଛନ୍ତି। ୫୧,୦୫, ୨୯୦ରୁ ୪୫, ୯୬୫ ଜଣ ହିତାଧିକାରୀ…

କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ

ଭୁବନେଶ୍ୱର: ରାଜ୍ୟ ଚାଷୀ ଆତ୍ମହତ୍ୟା ଚାଷ କ୍ଷତି ବା ଋଣ ଜନିତ ନୁହେଁ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତରଦେଇ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚାଷୀ ଆତ୍ମହତ୍ୟା କୃଷି ଓ ଋଣ…

ବଢିବ ‘ବିଗ୍‌ ବସ୍‌’ ୧୩ ର…

ମୁମ୍ବାଇ : ଟିଭି ଚାଲେନରେ ତଡକା ଲଗାଉଥିବା ଶୋ 'ବିଗ୍‌ ବସ୍‌'ର ଟିଆର୍‌ପି ବଢିବାରେ ଲାଗିଛି । କିଛି ଦିନ ହେବ ଘରେ ହେଉ ଥିବା କଳି ଝଗଡ଼ା ଓ କିଛି ରୋମାନ୍ସର କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଶୋଟି ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଛି । ଜଣାପଡ଼ିଛି ତେଣୁ ଶୋ'ର ନିର୍ମାତା ଏହାକୁ…

ଟୋକନକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ଆଜି ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଶାସକ ଦଳର ୩ ଜଣ ବିଧାୟକ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ସ୍ୱଚ୍ଛତା ପାଇଁ ଚାଷୀଙ୍କୁ ଅସୁବିଧାରେ…

ଆରଟିଓରେ ଅସମ୍ଭାଳ ଭିଡ଼; କାଉଣ୍ଟର ଅଭାବ

ଭୁବନେଶ୍ବର: ଡିସେମ୍ବର ୧ ଯେତିକି ପାଖୋଉଛି ଲୋକଙ୍କ ମନରେ ଭୟ ସେତିକି ବଢ଼ି ବଢ଼ି ଚାଲିଛି। ସକାଳ ହେଲେ ରାଜ୍ୟର ସମସ୍ତ ଆରଟିଓରେ ଲାଗୁଛି ଲମ୍ବା ଲାଇନ। କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅଧିକ କାଉଣ୍ଟର ଖୋଲି ଲୋକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି…

ଚିନି କିଲୋ ୩୨ ଟଙ୍କା: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚିନି କିଲୋ ପ୍ରତି ୩୨ ଟଙ୍କାରେ ବିକ୍ରି ହେଉଛି ବୋଲି କହିଲେ ମନ୍ତ୍ରୀ। ଆଜି ବିଧାନସଭାରେ ପ୍ରଶ୍ନ କାଳରେ ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୧ କିଲୋ ଚିନି ଉତ୍ପାଦନ ପାଇଁ ଖର୍ଚ୍ଚ ୪୭ରୁ ୪୮ ଟଙ୍କା ବ୍ୟୟ ହେଉଥିବା କହିଲେ ମନ୍ତ୍ରୀ ଶ୍ରୀ ସ୍ବାଇଁ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନାଁରେ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାମରେ ଏକ ଫେକ ଫେସବୁ ଆଇଡି ଖୋଲାଯାଇଥିବା ଅଭିଯୋଗ ହୋଇଛି। କେହି ଜଣେ ସମର୍ଥ ବର୍ମାଙ୍କ ଫଟୋକୁ ବ୍ୟବହାର କରି ଏକ ଫେସବୁକ ଆଇଡି ଖୋଲିଛି । ଏନେଇ ଜାଣିବା ପରେ ଶ୍ରୀ ବର୍ମା ଏସପିଙ୍କୁ ଭେଟିଛନ୍ତି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଯୁବକଙ୍କୁ ଏସିଡ୍ ମାଡ଼

କଟକ : ପ୍ରେମ ହେଉକି ଅନ୍ୟ କିଛି କାରଣ ଏସିଡ ମାଡ କରିବାରେ ଦୂର୍ଶ୍ୟ ଦେଖିବାକୁ ମିଳିଥାଏ । ଗତ କାଲି ରାତିରେ ଜଣେ ଯୁବତୀ , ଯୁବକଙ୍କ ଉପରକୁ ଏସିଡ ଫୋପାଡ଼ିଥିଲେ । ଜଗତପୁର ଶିକାରୀପୁରର ବାରିକସାହିରେ ଏସିଡ ମାଡ ହୋଇଛି । ଆହାତ ଯୁବକଙ୍କୁ ଏସ ସି ବି ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ତାଙ୍କ…