Odisha Link
Bridging the Missing Links in Odisha
Daily Archives

November 27, 2019

ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’

ଆନ୍ଧ୍ରପ୍ରଦେଶ: ଇସ୍ରୋ ରଚିଲା ଇତିହାସ। ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍ ୩’। ପିଏସଏଲଭି-ସି-୪୨ ରକେଟ୍ ଜରିଆରେ ଛଡାଗଲା ଉପଗ୍ରହ। ୨୭ ମିନିଟରେ ଅରବିଟରେ ପହଞ୍ଚିବ ୧୪ଟି ଉପଗ୍ରହ। ଆମେରିକାର ୧୩ଟି ନାନୋ ଉପଗ୍ରହର ଉତକ୍ଷେପଣ। ପ୍ରତିରକ୍ଷା ଦୃଷ୍ଟିରୁ କାର୍ଟୋସାଟ୍ ୩ ଉପଗ୍ରହ…

ନୂଆଦିଲ୍ଲୀରେ ‘ଆଦି ମହୋତ୍ସବ’ରେ ଯୋଗଦେଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର : ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଟାଙ୍ଗୀ ଥାନା ଭଜାଗଡ ଗାଁର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରଣପୁର ରେଞ୍ଜ ମୁକ୍ତାପୁର ଗାଁ ଜଙ୍ଗଲରେ ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଟାଙ୍ଗୀ ଥାନା ଭଜାଗଡ…

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ରାତି ସାରା…

ବାଲେଶ୍ବର: ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁସାରେ ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି। ଏହି…

ମହିଳାଙ୍କୁ ଗୁଳିକରି ହତ୍ୟା

ଝାରସୁଗୁଡା : ଝାରସୁଗୁଡାର ରେ ଆଜି ଗୋଟେ ଅଘଟଣ ଘଟି ଯାଇଛି । ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ଘଟଣାସ୍ଥଳରେ ତନାଘନା ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ମୃତ ମହିଳାଙ୍କର ସ୍ବାମୀ ଓ ୨ଟି ପିଲା ଅଛନ୍ତି ।

ହଳଦିଆପଦରକୁ ସିଟି ବସ୍ ଷ୍ଟାଣ୍ଡ…

ଗଞ୍ଜାମ: ଗଞାମ ଜିଲ୍ଲାରୁ ଆଜିଠାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ। ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା। ଏଠାରୁ ହିଁ ବସ ଚଳାଚଳ କରିବ ବୋଲି…

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା…

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ। ୧୯୪୩ ମସିହା ନଭେମ୍ବର ୨୭ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ବତନ୍ତ୍ର ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ତା'ର ୭୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ବିଜୁ ପଟ୍ଟନାୟକ…