ଏଣିକି ୧୦ ଟଙ୍କାରେ ଖାଦ୍ୟ ଯୋଗାଇବେ…
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଏହି ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ…