Odisha Link
Bridging the Missing Links in Odisha

ପୁଣି ଥରେ ଯାଞ୍ଚ କରାଗଲା କେୟାର ହସ୍ପିଟାଲ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲରେ ଲଗାତାର ଦୁଇଥର ଦିନରେ ଯାଞ୍ଚ କରାଯାଉଛି । ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ସଚିବଙ୍କ ନେତୃତ୍ବ ଗଠିତ ହୋଇଥିବା ଟିମ୍ ପକ୍ଷରୁ ଯାଞ୍ଚ ହେଉଛି । ସୁଚନା ଅନୁସାରେ ପାକିସ୍ତାନ ଲିଙ୍କ ନେଇ ଆସିଥିବା ଅଭିଯୋଗରେ ଯାଞ୍ଚ ଚାଲିଛି ।

ସୁଚନା ଅନୁସାରେ ପୂର୍ବେ କେୟାର ହସ୍ପିଟାଲରେ ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରି ଯାଞ୍ଚ କରିଥିଲେ । ସୂଚନା ଅନୁସାରେ ମେଡିସିନ ଷ୍ଟକ୍ ଓ ରୋଗୀଙ୍କ ବିଲ୍ ଆଦି ମଧ୍ୟ ଯାଞ୍ଚ କରାଯାଇଥିଲା ।

Comments are closed.