Odisha Link
Bridging the Missing Links in Odisha
Daily Archives

November 28, 2019

ଏସଏଚଜିକୁ ମଧ୍ୟାହ୍ନ ଭୋଜନ ଦାୟିତ୍ବ

ଭୁବନେଶ୍ବର: ଏଥର ରାଜ୍ୟର ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ବରୁ ମୁକ୍ତ ହେବେ ଶିକ୍ଷକ। ମଧ୍ୟାହ୍ନ ଭୋଜନ ଦାୟିତ୍ବ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣ ଶିକ୍ଷା ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କଲ ଖାଦ୍ୟ ଦାୟିତ୍ବ…

ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଉଦ୍ଧବ ଠାକରେ। ଉଦ୍ଧବ ଠାକରେ ଦଳର ମୁଖପତ୍ର ଭାବେ ପରିଚିତ ଖବରକାଗଜ ସାମସନାରୁ ଆଜି ଇସ୍ତଫା ଦେଇଛନ୍ତି। ଆଜି ସେ ସାମନାର ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ସାମନାର ଏଡିଟର ଇନ୍‌ ଚିଫ୍‌ ବା ମୁଖ୍ୟ ସମ୍ପାଦକ…

ପୁଣି ଥରେ ଯାଞ୍ଚ କରାଗଲା କେୟାର…

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲରେ ଲଗାତାର ଦୁଇଥର ଦିନରେ ଯାଞ୍ଚ କରାଯାଉଛି । ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ସଚିବଙ୍କ ନେତୃତ୍ବ ଗଠିତ ହୋଇଥିବା ଟିମ୍ ପକ୍ଷରୁ ଯାଞ୍ଚ ହେଉଛି । ସୁଚନା ଅନୁସାରେ ପାକିସ୍ତାନ ଲିଙ୍କ ନେଇ ଆସିଥିବା ଅଭିଯୋଗରେ ଯାଞ୍ଚ ଚାଲିଛି । ସୁଚନା ଅନୁସାରେ…

କାର୍ଯ୍ୟାନୁଷ୍ଠାନ ହେବ: ଏସସି କମିଶନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ତାଙ୍କ ଘର କାନ୍ଥରେ ଲାଗିବାରୁ ସେ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିବା ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାତୀୟ ଏସସି କମିଶନ ସଦସ୍ୟ କହିଛନ୍ତି। ଆଜି ଏସସି କମିଶନ ସଦସ୍ୟ ଯୋଗେନ୍ଦ୍ର…

ଝାଡ଼ଖଣ୍ଡ: କଂଗ୍ରେସ ରାସ୍ତା ଅଟକାଉଥିଲା,…

ରାଞ୍ଚି: ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ଜୋରଦାର ପ୍ରଚାର କରିବାରେ ଲାଗିଛି ବିଜେପି। ଏହି ଅବସରରେ ଗୃହ ମନ୍ତ୍ରୀ ଅମିତ୍‌ ଶାହ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି। ସେ ଝାଡ଼ଖଣ୍ଡର ଚତରା ଅଞ୍ଚଳରେ ଆୟୋାଜିତ ସଭାରେ ଯୋଗ ଦେଇ…

ଲୌରେନ୍‌ ଗୋଟ୍ଟିଲିବ୍‌ କଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ରେ ଅନେକ ଅଭିନେତ୍ରୀ ଓ ଅଭିନେତା ନିଜ ଜୀବନଶୈଳିକୁ ନିଜ ହିସାବରେ ବଞ୍ଚିବାକୁ ଭଲପାଇଁ ଥାନ୍ତି । ସେଥିପାଇଁ ଅନକ ସମୟରେ ସେମାନେ ଖରାପ ଅଭ୍ୟାସରେ ମଧ୍ୟ ପଡ଼ିଯାଆନ୍ତି । ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ଯିଏ ମଦ ଓ ଡ୍ରଗ୍ସ ଭଳି ନିଶାସେବନ କରି ପୂରାପୂରି ବର୍‌ବାଦ୍‌…

ମହାତ୍ମା ଗାନ୍ଧି ଦେଶର ପଥ ପ୍ରଦର୍ଶକ…

ନୂଆଦିଲ୍ଲୀ: ଲୋକସଭାରେ ଗଡସେଙ୍କୁ ନେଇ ଦେଖିବାକୁ ମିଳିଛି ତାତି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ଯେଉଁ ଦର୍ଶନ କୁହେ, ତାହାକୁ ଭାରତୀୟ ଜନତା ପାର୍ଟି କଡ଼ା ଭାଷାରେ ନିନ୍ଦା କରୁଛି। ବିଜେପି ଏଭଳି ଦର୍ଶନକୁ କେବେ ସମର୍ଥନ କରେ ନାହିଁ ବୋଲି ଲୋକସଭାରେ କହିଛନ୍ତି…

ଆଇନ ଉଲ୍ଲଂଘନ କରିନି: ଜ୍ୟୋତିପ୍ରକାଶ

ଭୁବନେଶ୍ୱର: ମୁଁ କୌଣସି ପ୍ରକାର ଆଇନ ଉଲ୍ଲଂଘନ କରିନାହିଁ। ଏହା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ୨ ଜଣ ମହିଳାଙ୍କ ସହ ନିଜର ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ସେ ଏଭଳି କହିଛନ୍ତି। ଏଥିସହ ସରକାରୀ ପାଣ୍ଠିରୁ ଗୋଟିଏ ଟଙ୍କା ବି ବ୍ୟୟ କରାଯାଇନଥିବା ସେ କହିଛନ୍ତି। ସୂଚନାଯୋଗ୍ୟ…

ଆରଟିଓରେ ୯ଲକ୍ଷ ଆବେଦନକାରୀ

ଭୁବନେଶ୍ୱର: ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟରେ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଏଥିପାଇଁ ସାରା ରାଜ୍ୟରେ ଥିବା ଆରଟିଓ ଅଫିସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟର ଏପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ମୋଟ ୮ଲକ୍ଷ ୮୯ ହଜାର ଜଣ ଆବେଦନ କରିଥିବା ବିଧାନସଭାର ପ୍ରଶ୍ନକାଳରେ ପରିବହନ…

ବିବାଦ ଘେରରେ’ମର୍ଦାନୀ’-୨

ମୁମ୍ବାଇ : ବଲିଉଡରେ ବର୍ତ୍ତମାନ ଅନେକ ସିନେମାକୁ ନେଇ ବିବାଦ ବଢ଼ୁଛି । ସିନେମା ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଉଛି । ସଲମାନଙ୍କ ସିନେମାଦବଙ୍ଗ୩କୁ ନେଇ ବିବାଦ ଦେଖିବାକୁ ମିଳିଥିବା ସମୟରେ ଏବେ ରାଣୀ ମୁଖାର୍ଜୀଙ୍କ ସିନେମା 'ମର୍ଦାନୀ ୨'କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସିନେମାର…