Odisha Link
Bridging the Missing Links in Odisha
Daily Archives

November 28, 2019

ସଂସ୍କୃତି ମନ୍ତ୍ରୀଙ୍କ ପାଇଁ ଗୃହ…

ଭୁବନେଶ୍ୱର: ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଛି। ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି। ଆଜି ବିଧାୟକ ପ୍ରଦୀପ୍ତ ନାଏକ, ତାରା ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା…

ମନ୍ତ୍ରୀଙ୍କ ସହ ଥିବା ୨ ମହିଳା କିଏ:…

ଭୁବନେଶ୍ୱର: ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ବିଧାନସଭାରେ ଉଠିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ଜଣ ମହିଳା କିଏ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ। ସମ୍ପୃକ୍ତ ମହିଳାମାନେ…

ଘୁଞ୍ଚିପାରେ ଡେଡଲାଇନ!

ଭୁବନେଶ୍ୱର: ଡିସେମ୍ବର୧ରୁ ନୂଆ ମୋଟର ଯାନ ଆଇନ ପୁଣି ଲାଗୁ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା ଘୁଞ୍ଚି ଯାଇପାରେ। ଗାଡ଼ି କାଗଜପତ୍ର ପାଇଁ ଡେଡଲାଇନ ଘୁଞ୍ଚିପାରେ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମନ୍ତବ୍ୟରୁ ଏହି ସଙ୍କେତ ମିଳିଛି। କାଗଜପତ୍ର ପାଇଁ ନଭେମ୍ବର ୩୦ ଡେଡଲାଇନ ନେଇ ମନ୍ତ୍ରୀ ଶ୍ରୀ…

୧୪ ଜାଗାରେ ବନ୍ଦର

ଭୁବନେଶ୍ବର: ରାଜ୍ୟରେ ବନ୍ଦର ନିର୍ମାଣ ପାଇଁ ୧୪ଟି ଜାଗା ଚିହ୍ନଟ କରାଯାଇଛି। ଆଜି ବିଧାନସଭା ବିଧାନସଭା ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାର ଚଉମୁଖ ସମତେ ଅସ୍ତରଙ୍ଗ ଠାରେ ବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା…

୨ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାଞ୍ଚଲ୍ୟ

କେନ୍ଦ୍ରାପଡ଼ା : ଗୋଟିଏ ଗାଁରେ ଦୁଇଜଣଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି । କାଲି ଜଣଙ୍କର ଝୁଲନ୍ତା ମୃତଦେହ ମିଳିଥିଲା ଓ ଆଜି ଅଭିଯୁକ୍ତଙ୍କ ମୃତଦେହ ମିଳିଛି । ଝୁଲନ୍ତା ମୃତଦେହ ମିଳିଥିବା ପରେ ଅନ୍ୟ ଜଣଙ୍କୁ ଅଭିଯୁକ୍ତ କୁହାଯାଇଥିଲା । ଅଭିଯୁକ୍ତଙ୍କ ମୃତଦେହ ମହାକାଳପଡ଼ା ଥାନାର ଜଅଁରା ଗାଁରେ…

ଡିଏମଏଫକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ଆଇନ ଅନୁସାରେ ଖର୍ଚ୍ଚ ହେଉନି ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ। ଗୁରୁବାର ପ୍ରଶ୍ନକାଳରେ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି। ଟ୍ରଷ୍ଟ ବୋର୍ଡ ଗଠନ ନହୋଇ କେମିତି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ଶ୍ରୀ ମହାନ୍ତି ଏହି…

୩ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର : ଜୋର ଧରିଲା ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ଦିନିଆ ସମ୍ବଲପୁର ବନ୍ଦ ରହିବ । ଏହି ଆନ୍ଦୋଳନରେ ସାଧାରଣ ଲୋକମାନେ ମଧ୍ୟ ଯୋଗଦେଇଛନ୍ତି । କଚେରୀ ଛକରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ଧାରଣା ଦେଇଛନ୍ତି ।…

ଆଉ ମାତ୍ର ଦୁଇ ଦିନ ପରେ ଟ୍ରାଫିକ୍‌…

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍‌ଲାଇନ୍‌ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍‌ଲାଇନ ଯେତିକି ପାଖଉଛି, ଭିଡ଼ର ଆକାର ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ…

ପତ୍ନୀଙ୍କ ଦ୍ୱିତୀୟ ବିବାହ କରାଇ ଦେଲେ…

ଭୁବନେଶ୍ୱର: ବନ୍ଧୁତାରୁ ପ୍ରେମ। ପ୍ରେମରୁ ବିବାହ ବନ୍ଧନ। ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ସହ ଜୀବନ ବିତାଇବାକୁ ପସନ୍ଦ କଲେନି ପ୍ରେମିକା। ନିଜ ପରିବାର ଲୋକଙ୍କ ପ୍ରରୋଚନାରେ ପଡି଼ ଅନ୍ୟଆଡ଼େ ବିବାହ କରିବାକୁ ଯୋଜନା କଲେ । ହେଲେ ପତ୍ନୀଙ୍କ ଏମିତି ପ୍ରତାରଣାଭରା ଡ୍ରାମାକୁ ଧରାପକାଇ ଦେଲେ ସ୍ୱାମୀ ।…

ରୋଗୀ ମୃତ୍ୟୁକୁ ନେଇ ନର୍ସିଂହୋମରେ…

ଭଣ୍ଡାରିପୋଖରୀ: ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ହେଲେ ଯାଜପୁର ଜିଲ୍ଲା କୋଳଥା ଗ୍ରାମର ସ୍ବର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପରିବାରଲୋକଙ୍କ କହିବା ଅନୁସାରେ…