୧ଲିଟର କ୍ଷୀର, ୮୧ ପିଲା
ଉତ୍ତରପ୍ରଦେଶ : ସୋନଭଦ୍ରାଜିଲ୍ଲାର ଚୋପନ ଗାଁର ସରକାର ସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା ଦେଖାଯାଇଛି । ପ୍ରାଇମେରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୧ ଥିବା ସମୟରେ ତାଙ୍କୁ ୧ଲିଟର କ୍ଷୀର ମିଳୁଛି । ଏହାକୁ ପ୍ରତିବାଦ କରି ଅଙ୍ଗନୱାଡି ମେମ୍ବର ଅଭିଯୋଗ କରିଛନ୍ତି । ଚୋପନ ଗାଁଟିରେ କୌଣସି ଉନ୍ନତି ମାନର କାମ ହୋଇନାହିଁ । ଏହି ସ୍କୁଲରେ ପଢ଼ୁ ଥିବା ଛାତ୍ରଛାତ୍ରୀଙ୍କ ଆର୍ଥିକ ଅବସ୍ଥା ସ୍ବଛ୍ଛଳ ।
ରୋଷେଇ କରୁଥିବା ମହିଳାଙ୍କ କହିବା ଅନୁସାରେ ତାଙ୍କୁ ୧ଲିଟର ମିଳୁଥିବାରୁ ସେ ଗୋଟେ ବାଲଟି ପାଣିରେ କ୍ଷୀର ମିଶାଇ ପିଲା ମାନଙ୍କୁ ଦେଉଛିନ୍ତି । ଗୋରଖନାଥ ପଟେଲ ଉଚ୍ଚଶିକ୍ଷା ଅଧିକାରୀ ଗୋରଖନାଥ ପଟେଲ ଏହାର ତଦନ୍ତ କରୁଛନ୍ତି ।
Comments are closed.