Odisha Link
Bridging the Missing Links in Odisha

ବିଜେପିକୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ବର: ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସମର୍ଥନରେ ବାହାରିଲେ ପ୍ରମିଳା ମଲ୍ଲିକ। ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଯେ କିଏ କାହା ବନ୍ଧୁବାନ୍ଧବଙ୍କୁ କଣ ସାଙ୍ଗରେ ନେଇ ଯାଇ ପାରିବେନି କି? ଯଦି ସାଙ୍ଗରେ ବନ୍ଧୁବାନ୍ଧବଙ୍କୁ ନେବାକୁ ହେବ କଣ ବିଜେପିକୁ ପଚାରି ନେଇକି ଯିବାକୁ ହେବ ବୋଲି ତାଚ୍ଛଲ୍ୟ କଲେ ପ୍ରମିଳା। ସେ ଆହୁରି ମଧ୍ୟ କହିଛନ୍ତି ସରକାରୀ ଅର୍ଥରେ ଯାଇ ନଥିବା କାଲି ସରକାର ସ୍ପଷ୍ଟ କରି ଦେଇଛନ୍ତି। ବିଜେପି ଅଯଥା ଏହି ପ୍ରସଙ୍ଗ ଉଠାଉଛି।

Comments are closed.