ଭିଡିଓ ଭାଇରାଲ ଧମକ ଦେଇ ୨ଜଣ ଗିରଫ
ଭୁବନେଶ୍ବର : ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ନେଇ ଦୁଇ ଜଣ ଲୋକ ଧମକ ଦେଇଛନ୍ତି । ସେଥିପାଇଁ ଯୁବତୀ ଜଣଙ୍କୁ ୫୦ ହଜାର ଟଙ୍କା ଦାବି କରିଛନ୍ତି ଦୁବୃତ । ଏହା ପରେ ନୟାପଲ୍ଲୀ ଥାନାରେ ପୀଡିତାଙ୍କ ମାମଲା ରୁଜୁ କରିଥିଲେ । ଯୁବତୀଙ୍କ ବୟାନ ରେକର୍ଡ ପରେ ହୋଟେଲର ୨ଜଣ କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ପୀଡିତାଙ୍କ ଏକ ପାର୍ଟିକୁ ଆସିଥିବା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିନେଇ ଥିଲେ ।
ପୀଡିତାଙ୍କ ବୟାନ ଅନୁଯାୟୀ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲକୁ ଯାଇଥିଲେ । ସେଠାରେ ସେ ନିଜ ଫୋନ ନମ୍ବର ରେଜିଷ୍ଟରରେ ଲେଖିଥିଲେ କିନ୍ତୁ ଜଣେ କର୍ମଚାରୀଙ୍କୁ ନମ୍ବର କାଟି ଦବାକୁ କହିଥିଲେ । ପିଡ଼ିତା ଜଣକ ନିଜ ନମ୍ବରକୁ ଭଲରେ କାଟିନଥିଲେ । ଦୁବୃତ ତାଙ୍କ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ।
Comments are closed.