Odisha Link
Bridging the Missing Links in Odisha
Daily Archives

December 2, 2019

ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁର ଏକ ଘର ଭିତରୁ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ନାମ ଅନସୂୟା ସିଂହ ବୋଲି ଜଣାଯାଇଛି। ଅନସୂୟା ସିଂହଙ୍କର ବୟସ ୫୨ ବର୍ଷ ବୋଲି ଜଣାଯାଇଛି। ଅନସୂୟାଙ୍କ ସ୍ବାମୀ ସୁରେନ୍ଦ୍ର ପ୍ରସାଦ ସିଂହଙ୍କ କହିବା ଅନୁଯାୟୀ…

୭ଟି ଗୋରୁ ଜୀବନ୍ତ ଦଗ୍ଧ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋପବନ୍ଧୁ ଆଙ୍ଗର ଗାଡ଼ି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଟି ଗୁହାଳ ଜଳି ଯାଇଛି। ଏହା ସହିତ ଗୁହାଳରେ ଥିବା ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଗୋରୁ ମାଲିକଙ୍କୁ ସହାୟତା…

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଯୁବକଙ୍କୁ ଦଳିଦେଲା ହାତୀ। ମୃତକ ତୁମେରମୁଣ୍ଡା ଗାଁର ସପନୀଲ ଏକ୍କା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସମୟରେ ଯୁବକ ଜଣଙ୍କ ବନଖଣ୍ଡ ଡୁମେରମୁଣ୍ଡା-ମହୁଲମୁଣ୍ଡା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ…

୧୮ ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ କରାଯାଇଛି। ପାଖାପାଖି ୧୦୦ କାର୍ଟୁନରେ ରଖାଯାଇଥିଲା ଏହି କଫ୍ ସିରପ ବୋତଲ।ଏହି କଫ ସିରପକୁ ମଦ ବଦଳରେ ପିଆଯାଉଥିବାର ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ସୂଚନା…

ତୀର ମାଡରେ ସମ୍ବର ଆହତ

ବାରିପଦା: ଆଜି ସକାଳ ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ବାରିପଦା ବନାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ ବାଲିଯୋଡ଼ ଅଞ୍ଚଳକୁ ଚାଲି ଆସିଥିବା ଗୋଟାଏ ଶମ୍ବରଛୁଆ ଧନୁଶର ମାଡ଼ରେ ଆହତ ହୋଇ ଜୀବନ ବିକଳେ ଗୋଟାଏ ଜଳାଶୟ ମଧ୍ୟକୁ ପଶିଯାଇଛି। ପ୍ରତ୍ୟୁଷରେ କାଦୁଆଲବନ୍ଧର ଗୋଟାଏ ବିଦ୍ୟାଳୟ ନିକଟରେ ଶମ୍ବରଛୁଆଟିକୁ ବୁଲୁଥିବା…

ଦ୍ୱେତନଗରୀରେ ଟ୍ରାଫିକ୍ ଆଇନ କଡାକଡି

ଭୁବନେଶ୍ବର: ଦ୍ୱେତନଗରୀରେ ଟ୍ରାଫିକ୍ ଆଇନ କଡାକଡି କଲା କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ ଅଧିନରେ ଯାଉଥିବା ଅଞ୍ଚଳରେ ଘଣ‌୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ଜରିମାନା। ଏନେଇ ଆଡଭାଇଜରୀ ଜାରି କରାଯାଇଛି। କମିଶନରରେଟ ପୋଲିସ ଅଧିନରେ ଯାଉଥିବା ଆଞ୍ଚଳ ଭିତରେ ବାଇକ୍…

ବସ୍‌ଷ୍ଟାଣ୍ଡରେ ଜଳିଗଲା ୨ଟି ବସ୍

ଯାଜପୁର: ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ବ୍ୟାସନଗର ବସଷ୍ଟାଣ୍ଡରେ ସୋମବାର ଭୋର ସମୟରେ ଏକ ଅଘଟଣ ଘଟିଛି। ବସ୍‌ଷ୍ଟାଣ୍ଡରେ ଅଟକିଥିବା ୨ଟି ବସ୍‌ ନିଆଁ ଲାଗି ଜଳିଯାଇଛି। ସୁଲୋଚନା ଏବଂ ନିରୂପମା ନାମକ ୨ଟି ଘରୋଇ ବସ୍‌ ପ୍ରତିଦିନ କଟକରୁ ଯାଜପୁରରୋଡ୍‌ ଚଳାଚଳ କରିଥାନ୍ତି। ରବିବାର ବିଳମ୍ବିତ ରାତିରେ…

ଆଜି ଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ

ମାଲକାନିଗିରି: ଆଜିଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ନକ୍ସଲ ମାନ ଆହ୍ନାନ ଦେଇଛନ୍ତି। ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି। ଏଥିପାଇଁ ଉପାନ୍ତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାନ ଲଗାଯାଇଛି।…