Odisha Link
Bridging the Missing Links in Odisha
Daily Archives

December 3, 2019

ହାଇଦ୍ରାବାଦ ଦୁଷ୍କର୍ମ-ହତ୍ୟା ଘଟଣାକୁ…

ମୁମ୍ବାଇ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ହାଇଦ୍ରବାଦ୍‌ରେ ଘଟିଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା…

ଶ୍ରୀଦେବୀଙ୍କ ଜୀବନୀ ଉପରେ ପୁସ୍ତକ…

ଭୁବନେଶ୍ୱର: ଦିବଗଂତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ପୁସ୍ତକ ଲେଖି ଚର୍ଚ୍ଚାରେ ଆସିଛନ୍ତି ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀଦେବୀଙ୍କ ଅଭିନୟର ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ…

ଅଯୋଧ୍ୟା ମାମଲାରୁ ହଟିଲେ ରାଜୀବ ଧୱନ୍‌,…

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିସ୍‌ ପକ୍ଷ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ୍‌ ଏହି ମାମଲାରୁ ଓହରିଛନ୍ତି। ସେ ନିଜେ ହିଁ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିଥିବା କହିଛନ୍ତି। ତେବେ ତାଙ୍କୁ ବାହାର କରାଯିବାର କାରଣ ଭୁଲ ଭାବେ…

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ…

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଅଭୟାରଣ୍ୟ ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ରହିବ। କୁମ୍ଭୀର ଗଣନା ଯୋଗୁଁ ଏହା ବନ୍ଦ ରହିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଂଜ, କନିକା ରେଂଜ, ଗହୀରମଥା ଓ କୁଜଙ୍ଗ ରେଂଜରେ ଏହି…

ପ୍ରସ୍ତୁତ ରୁହ ଗଣମାଧ୍ୟମ ତୁମ ଆବିଷ୍କାର…

ନୂଆଦିଲ୍ଲୀ: ନା ନାସା , ନା ଇସ୍ରୋ କେହି ଖୋଜିପାରିଲେନି ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷର ଠିକଣା। ହେଲେ ମିଶନ୍‌ ଚନ୍ଦ୍ରଯାନ-୨ ପୁଣି ଥରେ ଚର୍ଚ୍ଚାରେ। କାରଣ ଭାରତର ବହୁ ଚର୍ଚ୍ଚିତ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର…

ବୃଦ୍ଧଙ୍କ ଠାରୁ ଲୁଟ୍ ଅଭିଯୋଗ

ଆନନ୍ଦପୁର: ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ ଛକ ନିକଟରୁ ଜଣେ ବୃଦ୍ଧଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ବାଇକରେ ଦୁଇଜଣ ଯୁବକ ଆସି ଏକ ଲକ୍ଷ ଟଙ୍କା ଝାମ୍ପିନେଇଥିବା ନେଇ ଆନନ୍ଦପୁର ଥାନାରେ ବୃଦ୍ଧଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଟଙ୍କା ଲୁଟର ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ…

ଏଡସ୍‌ ରୋଗୀଙ୍କ ଅଇଁଠା ପାଣି ପିଇ ସଚେତନ…

ଅନୁଗୋଳ: ସମାଜରେ ଏଡସ୍‌ ରୋଗୀଙ୍କୁ ବାସନ୍ଦ ଉପରେ ସଚେତନତା ପାଇଁ ଡିସେମ୍ବର ୧ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଏଡସ୍‌ ଦିବସ। ଏଡସ୍‌ ରୋଗୀଙ୍କୁ ଛୁଇଁଲେ କିମ୍ବା ତାଙ୍କ ସହ ଖିଆପିଆ କରିଲେ ଏହି ରୋଗ ସଂକ୍ରମଣ ହୋଇ ନଥାଏ ଏହି ବାର୍ତା ଦେବା ନିମନ୍ତେ ରବିବାର ଏଡସ୍‌ ସଚେତନତା ସଭାରେ ଅନୁଗୁଳର ଅତିରିକ୍ତ…

ପୁରୀ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ…

ଭୁବନେଶ୍ବର: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଭୁବନେଶ୍ବରରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ। କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ଠାରୁ ବାଇକ ରାଲିରେ ବାହରି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଶିଶୁ ଭବନ ଛକରେ ଅଟକାଇଥିଲା ପୋଲିସ। ଫଳରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ…

ଆଜି ବିଶ୍ବ ଦିବ୍ୟାଙ୍ଗ ଦିବସ

ଭୁବନେଶ୍ବର : ଆଜିହେଉଛି ବିଶ୍ବ ଦିବ୍ୟାଙ୍ଗ ଦିବସ । ଦିବ୍ୟାଙ୍ଗଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ କରାଯାଉଛି । ୧୯୭୬ରେ ଜାତିସଂଘ ସାଧାରଣ ପରିଷଦ ତରଫରୁ ୧୯୮୧କୁ ବିଶ୍ବ ଦିବ୍ୟାଙ୍ଗ ବର୍ଷ ଭାବେ ଘୋଷଣା କରାଯାଥିଲା । ପରେ…

ମଧୁ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆଜି ‘ମଧୁ’ ଆପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବରର ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ମଧୁ ଆପର ଉନ୍ମୋଚନ କରିଛନ୍ତି। ଏହି ଆପର ଉନ୍ମୋଚନ ଅବସରରେ ସେଠାରେ…