Odisha Link
Bridging the Missing Links in Odisha
Daily Archives

December 5, 2019

ପୁଣି ରାନୁଙ୍କ ଭିଡ଼ିଓ ଭାଇରାଲ…

ମୁମ୍ବାଇ : ସୋସିୟାଲ ମିଡ଼ିଆରେ ଦିନକୁ ଦିନ ଚର୍ଚ୍ଚାରେ ରହୁଛନ୍ତି ରାନୁ ମଣ୍ଡଳ । ଲତାଙ୍କ ଗୀତ ଜରିଆରେ ବଲିଉଡ଼ରେ ପାଦ ଦେଇଥିଲେ । ପ୍ୟାର ନଗମା ହେ ଗୀତଟି ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା ।  ସେ ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇ କି ଫ୍ୟାନ୍‌ଙ୍କ ସହ ଦୁର୍ବ୍ୟବହାର ସବୁ ସମୟରେ ଚର୍ଚ୍ଚାରେ…

ହାଇକୋର୍ଟକୁ ଯିବ ସ୍ୟାଟ ମାମଲା

କଟକ: ଆଉ ପାଦେ ଆଗେଇଲା ସ୍ୟାଟ ଉଚ୍ଛେଦ ପ୍ରକ୍ରିୟା । ସ୍ୟାଟର ସମସ୍ତ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୟାଟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେବ । ସମସ୍ତ ୪ଟି ବେଞ୍ଚର ମାମଲାଗୁଡ଼ିକୁ ସ୍ଥାନାନ୍ତର ପାଇଁ ହାଇକୋର୍ଟ…

ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୦୦ କୋଟି ଋଣ…

ଭୁବନେଶ୍ବର : ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ପକ୍ଷରୁ ଆଜି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପରିସରରେ ଆୟୋଜନ କରାଯାଇଥିବା ‘ହର୍‌ ଘର୍‌ ଦସ୍ତକ’ କାର୍ଯ୍ୟକ୍ରମରେ ୨୦୦ କୋଟି ଟଙ୍କାର ଋଣ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଛି। ଖୁଚୁରା, କୃଷି ଏବଂ ଏମ୍‌ଏସ୍‌ଏମ୍ଇ ବର୍ଗରେ…

କନ୍ଦଉଛି ପିଆଜ

ଭୁବନେଶ୍ବର : ଆଗରୁ ଲୋକମାନେ କାମ ପାଇଁ କାନ୍ଦୁ ଥିଲେ ଏବେ ପିଆଜ ପାଇଁ କାନ୍ଦୁ ଛନ୍ତି । ପିଆଜ ବିନା ଖାଦ୍ୟ ପ୍ରସ୍ତୁତ କରିବା ଅସମ୍ଭ , ଖାସ କରି ଆମିଷ ଖାଦ୍ୟ । ବର୍ତ୍ତମାନ ବଜାରରେ ପିଆଜ ଦର ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି , ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି । ପିଆଜ…

ସେରାମିକ୍‌ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୧୮…

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ଗତକାଲି ରାଜଧାନୀ ଖାରାତୌମ୍‌ଠାରେ…

‘କାଳିଆ’ ଚାଲୁ ରହିବ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନା ଚାଲୁ ରହିବ। ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ।…

ସେବାଶ୍ରମର ୧୩ ବର୍ଷୀୟ ଛାତ୍ରୀ ଗର୍ଭବତୀ

ଜୟପୁର: ସେବାଶ୍ରମରେ ୧୩ ବର୍ଷୀୟ ଛାତ୍ରୀଙ୍କ ଗର୍ଭବତୀ ଘଟଣା ଦେଖିବାକୁ ମିଳିଛି ଫାମ୍ପୁଣୀସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ। ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା କଥା ବୁଧବାର ସନ୍ଧ୍ୟାରେ ଜାଣିବାକୁ ମିଳିଛି। ୧୩ ବର୍ଷର ଏହି ନାବାଳିକା ଜଣକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର।…

ରାଜ୍ୟପାଳଙ୍କୁ ବିଧାନସଭା ମନା!

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ବିଧାନସଭାରେ ପଶିବାକୁ ବାରଣ କରାଯାଇଛି । ରାଜ୍ୟପାଳ ଜଗଦୀପ ଧନକାରଙ୍କୁ ବିଧାନସଭାରେ ପଶିବାକୁ ବାଧା ସୃଷ୍ଟି କରାଯାଇଛି । ରାଜ୍ୟପାଳଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଭିଭିଆଇପି ଗେଟରେ ତାଲା ପଡ଼ିଥିବାରୁ ସେ ଅନ୍ୟ ଗେଟ ଦେଇ ଯାଇଥିଲେ । ତେବେ ଗେଟ ବନ୍ଦ ହେବାକୁ…

 ଜଳ ସଂପଦ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗର ସମ୍ମିଳନୀ କକ୍ଷରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ୨୦୧୯-୨୦ ଆର୍ଥକ ବର୍ଷ ପାଇଁ କରାଯାଇଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ଅଟକଳ ,…

ଶିଖ୍‌ ଦଙ୍ଗା ଉପରେ କଣ କହିଲେ ମନମୋହନ…

ନୂଆଦିଲ୍ଲୀ: ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ତତ୍କାଳୀନ ଗୃହମନ୍ତ୍ରୀ ପି. ଭି. ନରସିହ୍ମା ରାଓ ଇନ୍ଦ୍ର କୁମାର ଗୁଜରାଲଙ୍କ ପରାମର୍ଶକୁ ଧ୍ୟାନ ଦେଇଥାନ୍ତେ, ତେବେ ୧୯୮୪ରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା…