ଏୟାରଟେଲ୍ ଉପଭୋକ୍ତାଙ୍କ ପାଇଁ ଖୁସିଖବର
![](https://www.odishalink.com/wp-content/uploads/2019/12/artl.png)
ନୂଆଦିଲ୍ଲୀ :ଦୂରରେ ରହୁ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ପାଇଁ ସମସ୍ତେ ଭଲ ନେଟୱାର୍କ ଆପଣାଇଥାନ୍ତି । ଟେଲିକମ କମ୍ପାନୀ କଲ୍ ରେଟ୍ ବଢ଼େଇ ଦେଉଥିବାରୁ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛି ।
We heard you! And we are making the change.
From tomorrow, enjoy unlimited calling to any network in India with all our unlimited plans.
No conditions apply. pic.twitter.com/k0CueSx0LV
— airtel India (@airtelindia) December 6, 2019
ଏୟାରଟେଲ ବ୍ୟବହୃତକାରୀ ଏୟାରଟେଲ ବ୍ୟତୀତ ଅନ୍ୟ ନେଟଓ୍ବର୍କକୁ କଲ୍ ପାଇଁ ଲିମିଟେଡ ରେଟ୍ ରଖିଥିଲା। କିନ୍ତୁ କମ୍ପାନୀ ଫେୟାର ୟୁସେଜ ପଲିସି ଲିମିଟ(ଏଫ୍ୟୁପି)ଚାର୍ଜକୁ ହଟାଇ ଦେଇଛି। ଯାହା ଫଳରେ ଉପଭୋକ୍ତା ଅନ୍ୟ ନେଟଓ୍ବର୍କକୁ ଅନ୍ଲିମିଟେଡ କଲ୍ କରିପାରିବେ ଓ ଏହାର ଲାଭ ଉଠାଇ ପାରିବେ। ଏହାକୁ କମ୍ପାନୀ ପକ୍ଷରୁ ଟୁଇଟ୍ କରି ଜଣାଇଛି ।
Comments are closed.