Odisha Link
Bridging the Missing Links in Odisha
Daily Archives

December 7, 2019

ଅଟୋ ଓଲଟି ଛାତ୍ରୀ ମୃତ୍ୟୁ

ପଟ୍ଟାମୁଣ୍ଡାଇ : ଅଟୋ ଓଲଟି ଜଣେ ୨ୟ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି ପଟ୍ଟାମୁଣ୍ଡାଇର ଗରାଛକରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୪ଜଣ ଆହୋଇଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଛି । ଅଟୋରେ ମୋଟ ୧୫ଜଣ ସ୍କୁଲ ପିଲା ଯାଉଥିଲେ କିନ୍ତୁ ଭାର…

ଓଡ଼ିଶାରେ ହେବ ଆଉ ୩ ବିମାନବନ୍ଦର

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ୩ଟି ବିମାନବନ୍ଦର। କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଏହି ବିମାନବନ୍ଦର ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍…

ବିଦେଶରୁ ଆସିବ ପିଆଜ !

ନୂଆଦିଲ୍ଲୀ : ପିଆଜକୁ କାଟିବା ସମୟରେ ଲୋକମାନେ ସାମାନ୍ୟତ କାନ୍ଦିଥାନ୍ତି କିନ୍ତୁ ବର୍ତ୍ତମାନ ପିଆଜ କିଣିପାଇଁ କାନ୍ଦୁଛନ୍ତି । ବର୍ଷା ଯୋଗୁ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଏହାର ଦାମ ପଢ଼ି ଯାଇଛି । ଭାରତର ରାଜଧାନୀ ଦିଲ୍ଲୀରେ ପିଆଜ ଦର ୧୧୦ ଟଙ୍କା ଟପିଛି। ତାସହ…

ନିତ୍ୟାନନ୍ଦ କହିଲେ ମୋତେ କେହି ଛୁଇଁ…

ନୂଆଦିଲ୍ଲୀ: ବଳାତ୍କାର ଓ ଯୌନ ଶୋଷଣର ଅଭିଯୁକ୍ତ ଏବଂ ନିଜକୁ ଭଗବାନ କହୁଥିବା ସ୍ବାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ପୋଲିସ୍‌ ମଧ୍ୟ ନିତ୍ୟନନ୍ଦଙ୍କୁ ଖୋଜିବରେ ଲାଗିଛି। ଏସବୁ ଭିତରେ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ…

ବନ୍ଦ ହୋଇପାରେ ଭୋଡାଫୋନ-ଆଇଡିଆ !

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ଫୋନ ବିନା ରହିବା ଅସମ୍ଭବ । ଟେଲିକମ୍‌ କମ୍ପାନୀଗୁଡିକ ଏଥି ନିମନ୍ତେ ଅନେକ ସୁବିଧା ଦେଇଥାନ୍ତି । ବେଳେବେଳେ ସେମାନଙ୍କୁ ଅନେକ ଋଣର ଭାର ମଧ୍ୟ ଉଠେଇବାକୁ ପଡ଼ିଥାଏ । ସେହିଭଳି ଭୋଡାଫୋନ-ଆଇଡିଆ ବର୍ତ୍ତମାନ ଅନେକ ଋଣ ଭାରରେ ଅଛି । ସରକାର ଦେଶର ଟେଲିକମ୍‌ କମ୍ପାନୀଗୁଡିକୁ…

ଦକ୍ଷିଣ-ଏସୀୟ କ୍ରୀଡ଼ାରେ ଅମୀୟଙ୍କୁ…

ଭୁବନେଶ୍ବର: ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ହାସଲ କରିଛନ୍ତି ରୌପ୍ୟ ପଦକ। ନେପାଳର କାଠମାଣ୍ଡୁ ଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାର ୧୩ତମ ସଂସ୍କରଣରେ ଅମୀୟ ଏହି ସଫଳତା ପାଇଛନ୍ତି। ଭାରତୀୟ ପୁରୁଷ ଦଳ ୪ଗୁଣା ୧୦୦ ମିଟର ରିଲେରେ ୩୯.୯୭ ସେ‌େ‌କଣ୍ଡରେ ଅତିକ୍ରମ କରି ଦ୍ବିତୀୟ…

ଉତ୍ସର୍ଗୀକୃତ ସେବା ପାଇଁ…

ଭୁବନେଶ୍ବର: ସୋମବାର ଓଡ଼ିଶାର ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବେ ଅଭୟ। ଆଜି ଜାତୀୟ ପୋଲିସ ଏକାଡେମୀରେ ଅଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ଅବସରରେ ଅଭୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ଡିଜି ପଦରେ ନିଯୁକ୍ତିକୁ ମୁ୍ଁ ବିନୟର ସହ ସ୍ବୀକାର କରୁଛି।…

ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଉ :…

ନୂଆଦିଲ୍ଲୀ: ଗତକାଲି ‘ଦିଶା’ ଗଣବଳାତ୍କାର ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ଘଟଣାରେ ଦିଶାଙ୍କୁ ନ୍ୟାୟ ମିଳିଲା ବୋଲି ଦେଶବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଗତ ରାତିରେ ହିଁ ଉନ୍ନାଓ ପୀଡ଼ିତା ଆଖିବୁଜିଲେ ଯାହା ପୁଣି ଥରେ ଦେଶବାସୀଙ୍କୁ ଦୁଃଖିତ କରିଛି। ଏନେଇ ଦିଶାଙ୍କ ଭଳି ଉନ୍ନାଓ…

‘କାଳିଆ-କିଷାନ’ ଏକାଠି,…

ଭୁବନେଶ୍ବର: କୃଷକଙ୍କ ପାଇ ମିଳିମିଶି ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ ସରକାର। କୃଷକଙ୍କୁ ସୁବିଧା ଦେବା ପାଇଁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। କୃଷି ବିଭାଗ ବୈଠକରେ ଗାଇଡଲାଇନ ପରିବର୍ତ୍ତନ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଚାଷୀଙ୍କୁ…

ନିଲାମ ହେବ ୨୦ଟି ଖଣି

ଭୁବନେଶ୍ୱର: ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ସରକାର ୨୦ଟି ଖଣି ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦ଟି ଖଣି ମଧ୍ୟରେ ୧୨ଟି ଲୁହା ପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି। ନିଲାମ ପାଇଁ ଥିବା ୧୨ଟି ଲୁହା ପଥର ଖଣି ହେଲା…