ମନ୍ଦିର ପାର୍ଶ୍ବରୁ ଉଚ୍ଛେଦ ହେଲା ଅନ୍ୟ ଏକ ମଠ

ପୁରୀ : ଆଜି ପୁରୀ ପ୍ରଶାସନ ଅନ୍ୟ ଏକ ମଠ ଉଚ୍ଛେଦ ଆରମ୍ଭ କରିଛି । ପୁରୀସ୍ଥିତ ମଙ୍ଗୁ ମଠକୁ ଉଚ୍ଛେଦ କଲା ପ୍ରଶାସନ । ଉଚ୍ଛେଦ ସମୟରେ ୪ପ୍ଳାଟୁନ୍ ଫୋର୍ସ ଉପସ୍ଥିତ ଥିଲେ । ପୁରୀ ଆଜି ପୁରୀ ପ୍ରଶାସନ ଅନ୍ୟ ଏକ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।
ପୁରୀସ୍ଥିତ ମଙ୍ଗୁ ମଠକୁ ଉଚ୍ଛେଦ କଲା ପ୍ରଶାସନ । ଉଚ୍ଛେଦ ସମୟରେ ୪ପ୍ଳାଟୁନ୍ ଫୋର୍ସ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା। ଗତକାଲି ମଙ୍ଗୁ ମଠକୁ ଲାଗି ରହିଥିବା ଏମାର ମଠର ଅବଶିଷ୍ଟାଂଶକୁ ଉଚ୍ଛେଦ କରାଯାଇଥିଲା । ଆଜି ମଙ୍ଗୁ ମଠର ଉଚ୍ଛେଦ କରାଯାଇଛି ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ମଠର ମାପ କରାଯାଇଥିଲା । ଏମାର , ବଡ଼ ଆଖଡ଼ା , ଲଙ୍ଗୁଳି ମଠ ପରେ ମଙ୍ଗୁ ମଠ ଉଚ୍ଛେଦ ।
Comments are closed.