Odisha Link
Bridging the Missing Links in Odisha
Daily Archives

December 9, 2019

ପିଆଜ ଦର କମିବ : ରଣେନ୍ଦ୍ର ପ୍ରତାପ…

ଭୁବନେଶ୍ୱର: ପିଆଜ ଦର ହୁ ହୁ ବଢୁଥିବା ବେଳେ ଘରୁ ଆରମ୍ଭ କରି ହୋଟଲ ପର୍ଯ୍ୟନ୍ତ ଲୋକମାନେ ପିଆଜକୁ ନେଇ ବହୁ ହଇରାଣ ହେଉଛନ୍ତି। ଏବେ କିନ୍ତୁ ରାଜ୍ୟରେ ପିଆଜ ଦର ଚଳିତ ମାସ ଶେଷ ସୁଦ୍ଧା ନଚେତ୍‌ ଜାନୁଆରୀ ପହିଲାରେ କମିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପିଆଜ…

ବାରବାଟୀ ଦିନିକିଆ ଟିକଟ: ଖୋଲିବ ୧୨ଟି…

ଭୁବନେଶ୍ବର: ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଏଥିପାଇଁ ପୁରା ପ୍ରସ୍ତୁତ ଓସିଏ। ଏଥିନେଇ ଆଜି ଓସିଏ ପକ୍ଷରୁ ବାରବାଟୀ ଦିନିକିଆକୁ ନେଇ ଏକ ପ୍ରେସ୍‌ ମିଟ୍‌ ଆୟୋଜନ କରିଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ କୁହାଯାଇଛି ଯେ,…

ନାଗରିକତା ସଂଶୋଧନ ବିଲ୍: ବିଜେଡିର…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଲୋକସଭାରେ ଆଗତ କରିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଥମେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ବିଲ୍‌ ଉପସ୍ଥାପନା ନେଇ ସଂସଦରେ ଭୋଟିଂ କରାଯାଇଥିଲା। ବିଲ୍‌ ଆଗତ ସମୟରେ ସଂସଦରେ ମୋଟ ୩୭୫ ସଦସ୍ୟ ଉପସ୍ଥିତ…

ରିଲିଜ୍‌ ପୂର୍ବରୁ ଏତିକି ଟଙ୍କା ଆୟ କଲା…

ମୁମ୍ବାଇ: ବଲିଉଡ଼ର କିଙ୍ଗଖାଁନ ସଲମାନ ନିିଜର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ସିନେମା ‘ଦବଙ୍ଗ ୩’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସିନେମାଟି ପରଦାକୁ ଆସିବା ପୂର୍ବରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ…

ଜୋଜିବିନୀ ଟୁଞ୍ଜୀ ହେଲେ ବ୍ରହ୍ମାଣ୍ଡ…

ଅଟଲାଣ୍ଟା: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ। ଜୋଜିବିନୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଜୋଜିବିନୀ ଏବଂ ସାରା ଦକ୍ଷିଣ ଆଫ୍ରିକାବାସୀ ବହୁତ ଖୁସି ଅଛନ୍ତି। ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର…

ହ୍ବାଇଟ୍ ଆଇଲାଣ୍ଡରେ ଆଗ୍ନେୟଗିରି…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସମ୍ବଦେନଶୀଳ ଦ୍ବୀପ ହ୍ବାଇଟ୍ ଆଇଲାଣ୍ଡ୍‌ରେ ଆଜି ହଠାତ୍ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ଏହା ଦ୍ବାରା ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ ଦ୍ବାରା ସ୍ପଷ୍ଟ କରିଛି। ଏହି ଆଗ୍ନେୟଗିରି ଉଦ୍‌ଗୀରଣରେ ବହୁ ଲୋକ ଆହତ ହୋଇଥିବା ବେଳେ ପ୍ରାୟ ଶହେରୁ ଅଧିକ…

କର୍ଣ୍ଣାଟକ ଉପନିର୍ବାଚନ: ବିଜେପିର…

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। ଅନ୍ୟପଟେ କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୯ଟି ଆସନରେ ଆଗୁଆ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ…

ଉପଗ୍ରହ ‘ଡୁସିଫା-୩’ କଣ ଜାଣନ୍ତୁ…

ଶ୍ରୀହରିକୋଟା: ‘ଡୁସିଫା-୩’ କଣ ଆପଣ ଜାଣନ୍ତି କି? ‘ଡୁସିଫା-୩’ ହେଉଛି ଏକ ଉପଗ୍ରହ ଯାହା ତିନିଜଣ ଛାତ୍ରଙ୍କ ଦ୍ୱାରା ନିର୍ମିତ। ଏହି ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଆସୁଛନ୍ତି ଇସ୍ରାଏଲର ତିନିଜଣ ନିର୍ମିତା ବିଦେଶୀ ଛାତ୍ର। ସେମାନେ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ଆନ୍ଧ୍ରପ୍ରଦେଶର…

ଘରକୁ ଫେରିଲେ ଲତା , ଡ଼ାକ୍ତରଙ୍କୁ…

ମୁମ୍ବାଇ : ବଲିଉଡ଼ର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌ ଙ୍କର ଦେହ କିଛିିଦିନ ହେବ ବହୁତ ଖରାପ ଥିଲା । ପ୍ରାୟ ୨୮ଦିନ ହେବ ଡ଼ାକ୍ତରଖାନାରେ ରହିବ ପରେ ସେ ଗତକାଲି ଘରକୁ ଫେରିଛନ୍ତି । ନିଜେ ଲତା ସୁସ୍ଥ ହେବା ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଦଳକୁ…

କର୍ଣ୍ଣାଟକ ଉପନିର୍ବାଚନ: ବିଜେପି ଆଗରେ,…

ବେଙ୍ଗାଲୁରୁ: ଚାଲିଛି କର୍ଣ୍ଣାଟକ ଉପନିର୍ବାଚନ ଭୋଟ ଗଣତି। ଆଉ ଅଳ୍ପ ସମୟ ପରେ କିଏ ବାଜି ମାରିଛି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯିବ। ହେଲେ ଭୋଟ ଗଣତି ଚାଲିଥିବା ବେଳେ ମିଳିଥିବା ତଥ୍ୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି। ଅନ୍ୟପଟେ କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ…