ଜାନୁଆରୀରୁ ଡିଆକ୍ଟିଭ୍ ହୋଇଯିବ SBIର ଏହି କାର୍ଡ
ନୂଆଦିଲ୍ଲୀ: ଆପଣ SBI ଗ୍ରାହକ କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଜରୁରୀ ସୂଚନା। ଯଦି ଆପଣଙ୍କ SBI ର Magstripe କିମ୍ବା Magnetic stripeର ଡେବିଟ୍ କାର୍ଡ ବ୍ରବହାର କରୁଛନ୍ତି ତା’ହେଲେ ଆଉ ଡେରି ନ କରି ଆପଣ ଆପଣଙ୍କର ଘରୋଇ ଶାଖାରେ ଯାଇ ଏହି କାର୍ଡର ରିପ୍ଲେସ୍ମେଣ୍ଟ କରି ନୂଆ EMV (Europay, Mastercard ଓ Visa) chip ଏବଂ PIN ଆଧାରିତ କାର୍ଡ ପାଇଁ ଯଥିାଶୀଘ୍ର ଆବେଦନ କରନ୍ତୁ।
SBI ଗ୍ରାହକ ଏହି ନୂଆ କାର୍ଡ ପାଇଁ ଡିସେମ୍ବର ୩୧ ସୁଦ୍ଧା ଆବେଦନ କରିପାରିବେ। ଯଦି ଏହି ସମୟ ସୀମା ମଧ୍ୟରେ ଆପଣ ପୁରୁଣା କାର୍ଡକୁ ରିପ୍ଲେସ୍ମେଣ୍ଟ୍ କରି ନୂଆ କାର୍ଡ ପାଇଁ ଆବଦନ କରୁ ନାହାନ୍ତି ତେବେ ଏହି କାର୍ଡଟି ଆପେ ଆପେ ବ୍ୟାଙ୍କ୍ ଦ୍ୱାରା ଡିଆକ୍ଟିଭେଟ୍ ହୋଇଯିବ। ନୂୃଆ କାର୍ଡ ପାଇଁ ଆପଣ ମାଗଣାରେ ଆବେନପ କରିପାରିବେ।
Apply now to change your Magnetic Stripe Debit Cards to the more secure EMV Chip and PIN based SBI Debit card at your home branch by 31st December, 2019. Safeguard yourself with guaranteed authenticity, greater security for online payments and added security against fraud. pic.twitter.com/t9K3TiGTad
— State Bank of India (@TheOfficialSBI) November 30, 2019
Comments are closed.