ନାଗରିକତା ସଂଶୋଧନ ବିଲ୍: ବିଜେଡିର ସମର୍ଥନ, କହିଲା..

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଲୋକସଭାରେ ଆଗତ କରିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଥମେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ବିଲ୍‌ ଉପସ୍ଥାପନା ନେଇ ସଂସଦରେ ଭୋଟିଂ କରାଯାଇଥିଲା। ବିଲ୍‌ ଆଗତ ସମୟରେ ସଂସଦରେ ମୋଟ ୩୭୫ ସଦସ୍ୟ ଉପସ୍ଥିତ ରହିଥିଲେ। ଏଥରୁ ବିଲ୍‌ ସପକ୍ଷରେ ୨୯୩ ଓ ବିପକ୍ଷରେ ୮୨ ଭୋଟ ପଡିଛି। ଏବେ ବିଲକୁ ନେଇ ବିତର୍କ ହେବ। ଅନ୍ୟପଟେ ନାଗରିକ … Continue reading ନାଗରିକତା ସଂଶୋଧନ ବିଲ୍: ବିଜେଡିର ସମର୍ଥନ, କହିଲା..