‘ଅକ୍ଷର’ର ଅଷ୍ଟମ ସନ୍ଧ୍ୟା
ଭୁବନେଶ୍ବର: ସହିତର ଭାବ ହିଁ ସାହିତ୍ୟ ହୋଇଥିବାବେଳେ ସୃଜନଶୀଳ କ୍ରିୟାଶୀଳତା ହେଉଛି ସଂଗଠନ। ଯୁଗେ ଯୁଗେ ସାହିତ୍ୟ ଓ ଶାସ୍ତ୍ରର ଚର୍ଚ୍ଚା ହୋଇଛି। ସଂଗଠନ ମାଧ୍ୟମରେ ଏହି ଚର୍ଚ୍ଚା ସଂପ୍ରସାରିତ ଓ ଉତ୍ସାହିତ ହୋଇଥାଏ। ପୁସ୍ତକ ଓ ଲେଖକ ମଧ୍ୟରେ ସମ୍ବେଦନଶୀଳ ସଂପର୍କ ଜାରି ରଖିବା ସାହିତ୍ୟ ସଂଗଠନଗୁଡ଼ିକର…