Odisha Link
Bridging the Missing Links in Odisha
Daily Archives

December 13, 2019

ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍, କଣ…

ହାଇଦ୍ରାବାଦ: ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍। ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ବିଲ୍‌ ୨୦୧୯ ପାରିତ ହୋଇଛି। ଏହି ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଜରିଆରେ ଦୁଷ୍କର୍ମକାରୀମାନଙ୍କୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ…

ପୋଖରୀରୁ ମିଳିଲା ନିଖୋଜ ମହିଳାଙ୍କ…

ଯାଜପୁର: ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଠସାହି ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ରତଲାଙ୍ଗ ପଞ୍ଚାୟତ ମଠସାହି ଗାଁ ବାସୁଦେବ ସାମଲ ଙ୍କ…

ଫୋବର୍ସ: ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳା…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଫୋବର୍ସ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକା। ଏଥିରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ତାଲିକାର ୩୪ତମ ସ୍ଥାନ ପାଇଛନ୍ତି। ସୀତାରମଣଙ୍କ ବ୍ୟତୀତ ଏହି ତାଲିକାରେ ଏଚସିଏଲର ସିଇଓ ତଥା ନିର୍ବାହୀ ନିର୍ଦେଶକ…

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨…

କେନ୍ଦୁଝର: ଘଟଗାଁ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘର ବାହାରେ ଶୋଇଥିବା ବେଳେ ଜଙ୍ଗଲକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ୨ ଜଣ ଅଭିଯୁକ୍ତ ଗିରଫ କିରଛି।

୩୦ଫୁଟ ଲମ୍ବ ତିମିର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବଟେଶ୍ବର ବେଳାଭୂମିରୁ ଏକ ମୃତ ତିମି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ବର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ବନ…

ସିଏବି: ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହରତାଳ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି।ଆସନ୍ତା ୧୫ରୁ ୧୭ ତାରିଖ ୩ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆବେଙ୍କ…

ଆସନ୍ତାକାଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ…

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକର କୁଳପତି ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୬ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି…

ଆସାମରେ ହିଂସା, ବିକ୍ଷୋଭକାରୀଙ୍କ ଉଦ୍ୟମ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍। ଅନ୍ୟପଟେ ଉତ୍ତର-ପୁର୍ବ ରାଜ୍ୟରେ ଲାଗିଛି ସିଏବି ନିିଆଁ। ଆସାମରେ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବିକ୍ଷୋଭମାରୀ ମାନେ ହିଂସାକାଣ୍ଡ କରୁଛନ୍ତି। ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ…

ହରିଦ୍ୱାର-ଋଷିକେଶକୁ ତୀର୍ଥଯାତ୍ରା…

ଭୁବନେଶ୍ୱର: ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି…

ସିଏବି: ସିଏବିକୁ ନେଇ ଜେଡିୟୁରେ ଫାଟ!,…

ପାଟନା: ନାଗରିକ ସଂଶୋଧନ ବିଲ(ସିଏବି)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲାଗି ରହିଛି ହିଂସା। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଛି ସିଏବି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ।…