Odisha Link
Bridging the Missing Links in Odisha
Daily Archives

December 13, 2019

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆତ୍ମରକ୍ଷା…

ଭୁବନେଶ୍ୱର: ଆଜିର ସମାଜ ଦିନକୁ ଦିନ ମହିଳାଙ୍କ ପାଇଁ ଅସୁରିକ୍ଷିତ ହୋଇଗଲାଣି। ଛୋଟ ବୟସର ପିଲା ଠାରୁ ଆରମ୍ଭ କରି ବିଭିନ୍ନ କର୍ମସଂସ୍ଥାରେ କାମ କରୁଥିବା ମହିଳା ପ୍ରତି ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଲୁମ୍ବିନ…

ରାହୁଲ ଦୋହରାଇଲେ ‘ରେପ୍‌ ଇନ୍‌…

ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗାମା କରିଛି ବିଜେପି। ଏପରିକି ଲୋକସଭାରେ ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି। ବିଜେପି ସାଂସଦ ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ମହିଳାଙ୍କ ସମ୍ପର୍କରେ…

ଟାଇଲ୍‌ ଲଗାଇ ଯୋଜନା ନାଁ ପରିବର୍ତ୍ତନ :…

ଭୁବନେଶ୍ବର: ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି…

ଶ୍ରୀମନ୍ଦିରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର: ବାଲୁଖଣ୍ଡ ଅଭୟାରଣ୍ୟର କାଠ ଏଥର ପୁରୀ ଶ୍ରୀମନ୍ଦିରକୁ ଯିବ। ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ ଯିବ। ଫାନି ବାତ୍ୟାରେ ନଷ୍ଟ ହୋଇଥିବା ୧୫ ଲକ୍ଷ କ୍ୱିଣ୍ଟାଲ କାଠ ଶ୍ରୀମନ୍ଦିରକୁ ଯିବ। କାଠ ପଠାଯିବା ନେଇ ରାଜ୍ୟ ବନ୍ୟ ପ୍ରାଣୀ ବୋର୍ଡ ବୈଠକରେ ନିଷ୍ପତ୍ତି…

ଜେଲରେ ସଜ୍ଜା କାଟୁଥିବା କଏଦୀ ନେଲେ…

ଭୁବନେଶ୍ବର: କାରାଗାରରେ ସଜ୍ଜା କାଟୁଛନ୍ତି କଏଦୀ। ହେଲେ ସୋଶିଆଲ ମିଡିଆରେ କଏଦୀଙ୍କ ଫଟୋ ହେଉଛି ଭାଇରାଲ। ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲ୍ ଫୋନରେ ଫଟୋ ଉଠାଉଛନ୍ତି। ଜେଲ୍ ଭିତରେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ଭାଇରାଲ ଘଟଣା ଏବେ ଚର୍ଚ୍ଚାରେ। ବିଶେଷ ସୁତ୍ରରୁ ମିଳିଥିବା ସୂଚନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ…

ଭୁବନେଶ୍ୱର: ବିବାଦୀୟ ନାଗରିକତା ସଂଶୋଧନ ବିଲ ଲୋକସଭା ପରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ଲୋକସଭାରେ ୩୧୧-୮୦ ଭୋଟରେ ଏହି ବିଲ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୨୫-୧୦୫ ଭୋଟରେ ପାସ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହି ବିଲକୁ ବିରୋଧ…

‘ମେକ୍‌ ଇନ୍‌ ଇଣ୍ଡିଆ’…

ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କେନ୍ଦ୍ର ସରକାରଙ୍କ 'ମେକ୍‌ ଇନ୍‌ ଇଣ୍ଡିଆ'କୁ 'ରେପ୍‌ ଇନ୍‌ ଇଣ୍ଡିଆ' କହି ସମାଲୋଚନା କରିଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଆଜି ସଂସଦର ଉଭୟ ଗୃହରେ ଝଡ଼…

ତୃତୀୟ ଦିନରେ ଭଙ୍ଗା ଚାଲିଛି ସାନଛତା ମଠ

ପୁରୀ: ତୃତୀୟ ଦିନରେ ସାନଛତା ମଠ ଉଛେଦ କାର୍ଯ୍ୟ ଜାରି ରହିଛି। ପୁରୀ ଦୋଳ ବେଦୀ ନିକଟରେ ଥିବା ସାନ ଛତା ମଠରେ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମଙ୍ଗୁମଠ ପରେ ସାନଛତା ମଠରେ ଉଚ୍ଛେଦ କରାଯାଉଛି। ଶ୍ରୀମନ୍ଦିରୁ ୭୫ ମିଟର ପରିଧି ଭିତରେ ଏହି ମଠ ଆସୁଥିବାରୁ ଉଛେଦ କରାଯାଉଛି । କାଲି ସ୍ୱର୍ଗଦ୍ୱାର ଓ…

ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଉଚ୍ଛେଦ…

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଆଜି ମଧ୍ୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମନ୍ଦିରର ଦକ୍ଷିଣ ଦ୍ୱାର ସଂଲଗ୍ନରେ ଥିବା ଜବରଦଖଲ ଆଜି ଉଚ୍ଛେଦ କରାଯାଉଛି। ମନ୍ଦିରର ନବୀକରଣ ଓ ବିକାଶ ପାଇଁ ବିଏମସି ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ଗତକାଲି ସ୍ଥାନୀୟଲୋକେ ବିରୋଧ ପରେ ବୁଲଡ଼ୋଜୋର ଫେରି…

ନିର୍ଭୟା: ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା…

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ଏହି ଆବେଦନର ଶୁଣାଣି ହେବ। ନିର୍ଭୟା ମାମଲାର ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି…