Odisha Link
Bridging the Missing Links in Odisha
Daily Archives

December 16, 2019

ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନସିପ୍‌…

ଭୁବନେଶ୍ଵର: ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନଶିପ୍‌ ସୋମବାର ଠାରୁ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଆୟୋଜିତ ଏହି ୬୮ତମ ଚାମ୍ପିୟନସିପ୍କୁ ଡିଜିପି ଅଭୟ ଉଦ୍‌ଘାଟନ କରିଛନ୍ତି। ଚାମ୍ପିୟନସିପ୍‌ରେ ବିଭିନ୍ନ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ବଳରୁ…

ଜାମିଆକୁ ନେଇ ମିଥ୍ୟା ପ୍ରଚାର କରାନଯାଉ:…

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ବିବାଦୀୟ ନାଗରିକତା ଆଇନକୁ ନେଇ ବିରୋଧ ଦେଖାଯାଉଛି। ଅନ୍ୟପଟେ ନାଗରିକତା ଆଇନକୁ ବିରୋଧ କରୁଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଲିସ୍‌ର ଆକ୍ରମଣ ପରେ ବିବାଦ ସୃଷ୍ଟି ହୋଇଛି। ଏବେ ସବୁଆଡ଼େ କେବଳ ଜାମିଆକୁ ନେଇ ଚର୍ଚ୍ଚା। ହେଲେ ଜାମିଆ…

‘ଛପାକ୍‍’ ପୂର୍ବରୁ ପରଦାକୁ ଆସିବ…

ମୁମ୍ବଇ: ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‍ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଛପାକ୍‍’ କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହିତ। ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ୧୦ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଥିଲା ବେଳେ ‘ଛପାକ୍‍’ ମୁକ୍ତିଲାଭର ଗୋଟିଏ ସପ୍ତାହ ପୂର୍ବରୁ ସେହିଭଳି ଏକ…

ସିଏଏ ବିରୋଧୀ ହିଂସା: ଦେଶରେ ଶାନ୍ତି…

ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ପରେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନ ଜାରି। ଏଭଳିକି କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟପଟେ ସାରା ଦେଶରେ ଆକ୍ଟ ବିରୋଧୀ ହିଂସାକାଣ୍ଡରେ ବ୍ୟଥିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିଂସାତ୍ମକ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…

୪ମାସରେ ସୁଦୃଶ୍ୟ ରାମ ମନ୍ଦିର: ଅମିତ

ରାଞ୍ଚି: ଅଯୋଧ୍ୟାରେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡର ଏକ ନିର୍ବାଚନୀ ସଭାରେ ଅମିତ ଶାହ କହିଛନ୍ତି ଯେ, ୪ ମାସ ମଧ୍ୟରେ ଅଯୋଧ୍ୟାରେ ନିର୍ମାଣ ହେବ ସୁଦୃଶ୍ୟ ଭବ୍ୟ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ…

ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ

ଝାରସୁଗୁଡା: ବାଗଡିହି ଷ୍ଟେସନ ନିକଟରେ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ରୁ ଡେଇଁଲେ ଦୁଇ ଯୁବତୀ। ଦୁଇଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଯୁବତୀଙ୍କ ଘର ସୁନ୍ଦରଗଡ଼ର ଧନମତୀ ମାଝୀ ଓ ଜ୍ୟୋସ୍ନା ନାଏକ ବୋଲି ଜଣାପଡିଛି।…

ଦିନେ ଖାଇବାକୁ ନଥିଲା ଏବେ ଲକ୍ଷପତି!

ନୂଆଦିଲ୍ଲୀ: ସାହଯ୍ୟ ମାଗିବାକୁ ତାଙ୍କ ସ୍ୱାଭିମାନ ବାଧା ଦେଇଥିଲା କିନ୍ତୁ ପାଖରେ ଖାଇବା ପାଇଁ କିଛି ନଥିଲା ଶେଷରେ ଜୀବନ ବଞ୍ଚାଇବା ପାଇଁ ଆପଣେଇଲେ ଏହି ଅଭିନବ ଉପାୟ। ନାଟିଂଘମର ୫୯ ବର୍ଷୀୟ ୱିଲିୟମ ଏକ ବୁଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅତି କଷ୍ଟରେ ତାଙ୍କର ଜୀବନଯାପନ କରୁଥିଲେ। ଓଳିଏ ଖାଇବାକୁ…

ଉନ୍ନାଓ ଦୁଷ୍କର୍ମ ମାମଲା: ପୂର୍ବତନ…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର। ଦିଲ୍ଲୀର ତିସହଜାରୀ କୋର୍ଟ ବିଜେପିରୁ ନିଲମ୍ୱିତ ହୋଇଥିବା ଏହି ବିଧାୟକଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍ସୋ ଆଇନ୍‌…

ସିଏଏ ବିରୋଧରେ ମମତା କଲେ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଦେଖିବାକୁ ମିଳିଛି। ଆଜି ସିଏଏକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ନାରାଦେଇ ମମତା ବାନାର୍ଜୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଛନ୍ତି। ଆମ୍ବେଦକର ଷ୍ଟ୍ରିଟରୁ ଟାଗୋର ହାଉସ ପର୍ଯ୍ୟନ୍ତ ଏହି ରାଲିର ଆୟୋଜ କରାଯାଇଛି। ଏଥିସହିତ…