Odisha Link
Bridging the Missing Links in Odisha
Daily Archives

December 19, 2019

ଡାକ୍ତରଙ୍କୁ ଦୁର୍ବ୍ୟବହାର, ୨ ଅଟକ

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଖାଲି ସେତିକି ନୁହେଁ ରୋକୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଚାମ୍ବରରେ ପଶି ଚେୟାର ଟେବୁଲ ଫିଙ୍ଗା ଫୋପଡ଼ା କରିଛନ୍ତି।…

ନାଗରିକତା ଆଇନ: ଦିଲ୍ଲୀରେ ବିକ୍ଷୋଭ,…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ପ୍ରତିବା ଓ ସମର୍ଥନ ପ୍ରଦର୍ଶନ। ଏନେଇ ରାଜଧାନୀ ଦିଲ୍ଲୀରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ସମୟ ଗଡ଼ିବା ସହିତ ବିକ୍ଷୋଭ ତୀବ୍ରତର ହେଉଛି। ଅନ୍ୟପଟେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଦିଲ୍ଲୀ…

ନାଗରିକତା ଆଇନ ପ୍ରତିବାଦକୁ ରୋକିବା ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି। ସକାଳ ୯ଟାରୁ ଦିନ ୧ଟା…

ଟ୍ରମ୍ପ୍‍ଙ୍କ ବିରୋଧରେ କ୍ଷମତା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ବିରୋଧରେ ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭ୍‍ସ୍ ଦୁଇଟିକିଆ ମହାଅଭିଯୋଗ ପ୍ରସ୍ତାବରେ ସମର୍ଥନ ଭୋଟ ଦେଇଛି। କଂଗ୍ରେସ ନିଷ୍ପତ୍ତିର ବିରୋଧାଚରଣ ଏବଂ କ୍ଷମତାର ଅପବ୍ୟବହାର ନେଇ ରାଷ୍ଟ୍ରପତି ଟ୍ରମ୍ପ୍‍ଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ…

CAA: ନାଗରିକତା ଆଇନକୁ ନେଇ ଏହା କହିଥିଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ ସମର୍ଥନ ପ୍ରଦର୍ଶନ ହେଉଛି। ଆଜି ସମସ୍ତ ବାମଦଳ ଓ ମୁସଲିମ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିହାରରୁ ଆରମ୍ଭ କରି ବାଙ୍ଗାଲେର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ କଂଗ୍ରେସକୁ କାଉଣ୍ଟର କରିବା…

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ୪୦ କି.ମି. ଲକ୍ଷ୍ୟଭେଦ କରି ପାରୁଥିବା ବହୁମୁଖୀ ରକେଟ୍‍ ଲଞ୍ଚର ‘ପିନାକ’ର ଆଜି ଦିନ ୧୨ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଆଜିର ବ୍ୟାବହାରିକ ପରୀକ୍ଷଣରେ ଏକ ଟ୍ରକ୍‍ରୁ ଏକା ଥରକେ ୧୨ଟି ରକେଟ୍‍ ଛଡ଼ା ଯାଇଥିଲା। ୧ କିଲୋଗ୍ରାମ ୨୫୦ ଗ୍ରାମ୍‍ ଓଜନର ବିସ୍ଫୋରକ ବହନ କରି ମାତ୍ର ୪୪…

ଟ୍ରିବ୍ୟୁନାଲ୍‌ ରାୟକୁ ଚ୍ୟାଲେଞ୍ଜ୍‌…

ନୂଆଦିଲ୍ଲୀ : ଜାତୀୟ କଂପାନି ଲ’ ଆପିଲିଟ୍‌ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି) ରାୟ ପରେ ଟାଟା ଗ୍ରୁପ୍‌କୁ ଲାଗିଛି ଏକ ବଡ ଝଟକା । ୨୦୧୬ ଅକ୍ଟୋବରରେ କାରଣ ନଦର୍ଶାଇ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ସେହି ପଦରେ ପୁନର୍ବାର ସାଇରସ୍‌…

ମୁଶାରଫଙ୍କୁ ଭାରତୀୟ ନାଗରିକତା…

ଭୁବନେଶ୍ବର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରମୁଖ୍ୟ ତଥା ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍‌ ମୁଶାରଫ୍‌ଙ୍କୁ ଆମେ ଭାରତର ନାଗରିକତା ଦେଇପାରିବା ବୋଲି କହିଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ୍‌ ସ୍ବାମୀ। ସ୍ବାମୀ ଆଜି ପୂର୍ବାହ୍ଣରେ ଏକ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ମୁଶାରଫ୍‌…

ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡ

କେନ୍ଦୁଝର: ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ନେଇ ସବୁଠି ଦାବି ହେଉଥିବାବେଳେ ଏହାରି ଭିତରେ ଓଡ଼ିଶାରେ ଜଣେ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡ ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ବିଚାରପତି ଜଣେ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ…

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ…

ଭୁବନେଶ୍ବର: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେଠାରୁ ସେମାନଙ୍କୁ ସିଧାସଳଖ ମେ ଫେୟାର ହୋଟେଲକୁ ନିଆଯିବ । ଶୁକ୍ରବାର ଖେଳାଳିମାନେ ଅଭ୍ୟାସ…