Odisha Link
Bridging the Missing Links in Odisha
Daily Archives

December 20, 2019

ଲାଠି ପରିବର୍ତ୍ତେ ଜାତୀୟ ସଙ୍ଗୀତକୁ…

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ହେଉଛି। ଏପରିକି ଗୁଳି ଯାଏ ମଧ୍ୟ କଥା ଯାଉଛି। ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଥମିବାର ନା ଧରୁନି। ହେଲେ ବେଙ୍ଗାଲୁରୁରେ ଜଣେ…

ବାରବାଟୀ ପାଇଁ ୮୦ ପ୍ଲାଟୁନ୍‌ ଫୋର୍ସ :…

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ମ୍ୟାଚ ପାଇଁ ଷ୍ଟାଡିୟମର ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ। ଏହା ସହିତ ପୋଲିସ କମିଶନର କଟକ ଡିସିପି ଏବଂ ଟ୍ରାଫିକ୍‌ ଡିସିପି ଉପସ୍ଥିତ ଥିଲେ। ବାରବାଟୀ ସୁରକ୍ଷା ଯାଞ୍ଚ କରି ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ…

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ମୋଟ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏଡି ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି…

ମୁଶରଫଙ୍କୁ ୫ଥର ଫାଶୀ ଦିଆଯିବ:…

ଇସ୍‌ଲାମାବାଦ: ଇସ୍‌ଲାମାବାଦ ସ୍ବତନ୍ତ୍ର ଅଦାଲତର ଚୂଡ଼ାନ୍ତ ନିର୍ଦେଶାନାମା ଗୁରୁବାର ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫ(୭୬)ଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ୫ ଥର ଫାଶୀ ଦିଆଯିବା ପାଇଁ ନିର୍ଦେଶ ଦିଆଯାଇଛି। ଫାଶୀ ପାଇବା ପୂର୍ବରୁ…

ପିଆଜ ପରେ ଦୁଗ୍ଧ, ଡାଲି ଓ ଚିନି ଦର ବଢିବ…

ମୁମ୍ବାଇ: ଦେଶ ସାରା ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚନ୍ତିତ ଥିଲା ବେଳେ ଏବେ ଦୁଗ୍ଧ, ଡାଲି ଏବଂ ଚିନି ଭଳି ସାମଗ୍ରୀର ଦାମ୍ ଅଧିକ ରହିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ଟିମ୍‌ ଏହି ଖାଦ୍ୟ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପିଆଜ ଚିନ୍ତା ରିଜର୍ଭ…

ବାରବାଟୀ ଦିନିକିଆ: କେଉଁଠି କରିବେ ଗାଡ଼ି…

କଟକ: ଡିସେମ୍ବର ୨୨ରେ ଅର୍ଥାତ ଆସନ୍ତା ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ କରାଯାଇଛି ପାର୍କଂ ବ୍ୟବସ୍ଥା। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଉଦ୍ଧାର…

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ହୋଇଛି।…

ମେଡ଼ିକାଲରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରୁ ରୋଗୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମେଡ଼ିକାଲର ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡ଼ିଛି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ…

ଦନ୍ତା ନେଲା ଜୀବନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଦନ୍ତା ହାତୀଙ୍କ ଉପଦ୍ରବ। କେତେବେଳେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି। ପୁଣି କେତେବେଳେ ହାତୀ ଆକ୍ରମଣରେ ସାଧାରଣଲୋକ ମୃତ୍ୟୁବରଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ…

ଭିଜିଲାନ୍ସ ଜାଲରେ ଏନଏସିର ସହକାରୀ…

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡାରେ ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି। କୁଚିଣ୍ଡାରେ ଥିବା ୨ଟି ଘରେ ଏବଂ ଘୋଷା ସ୍ଥିତ ଗୋଟିଏ ଘରେ ଭିଜିଲାନ୍ସ ଚଢାଉ କରିଛି।…