ଜଳିଗଲେ ମାଆ-ଝିଅ
ସୁନ୍ଦରଗଡ: ଜୀଅନ୍ତା ପୋଡିଗଲେ ମାଆ ଓ ଝିଅ। ଘରେ ନିଆଁ ଲାଗି ଜୀଅନ୍ତା ପୋଡିଗଲେ ଦୁଇ ଜଣ। ସୁନ୍ଦରଗଡ ଭସ୍ମା ଥାନା ପଛ ଥିବା ବସ୍ତିରେ ଘଟିଛି ଘଟଣା। ମୃତ ମାଆଙ୍କ ନାମ ଗୋଲାପୀ ମେହେର ଓ ଝିଅ ଲକ୍ଷ୍ମୀ ମେହେର। ନିଆଁ ଲାଗିଥିବା ସ୍ଥାନରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Comments are closed.