Odisha Link
Bridging the Missing Links in Odisha
Daily Archives

December 23, 2019

ଝାଡ଼ଖଣ୍ଡ: ବିଜୟ ପଥରେ ମହାମେଣ୍ଟ !

ରାଞ୍ଚି: ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ମୋଦି ସରକାରକୁ ଲାଗିଛି ଜୋରଦାର ଝଟକା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଝାଡ଼ଖଣ୍ଡରୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଭୋଟ ଗଣତି ଫଳାଫଳରୁ ସଂକେତ ମିଳୁଛି। ୮୧ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ…

ବେଙ୍ଗାଲୁରୁରେ ତିଆରି ଚାଲିଛି…

ବେଙ୍ଗାଲୁରୁ: "ଦେଶରେ କୌଣସି ଡିଟେନ୍‌ସନ୍‌ ସେଣ୍ଟର (ଅଟକ କେନ୍ଦ୍ର ବା ଏକ ପ୍ରକାର ବନ୍ଦୀଗୃହ) ନାହିଁ। କଂଗ୍ରେସ୍‌ ଓ ଏହାର ସହଯୋଗୀ ଦଳ, କିଛି ଶିକ୍ଷିତ ନକ୍ସଲ ଓ ସହରୀ ନକ୍ସଲଙ୍କ ଦ୍ବାରା ଏଭଳି ମିଥ୍ୟା ପ୍ରଚାର କରାଯାଉଛି।" ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଡିଟେନ୍‌ସନ୍‌ ସେଣ୍ଟର…

ହାଇକୋର୍ଟରେ ଦାଖଲ ହେଲା କୁନ୍ଦୁଲି…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟାର ମାମଲାର ଏସଆଇଟିସ୍ତରୀୟ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି । ତେବେ ଏହି ଅବସରରେ ହାଇକୋର୍ଟ ଟ୍ରାଏଲ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଆବେଦନକାରୀଙ୍କୁ ଅଭିଯୋଗ ଥିଲେ ଟ୍ରଏଏ କୋର୍ଟରେ…

ଝାଡ଼ଖଣ୍ଡ ନିର୍ବାଚନ : ପଛରେ ଅଛନ୍ତି…

ଭୁବନେଶ୍ୱର: ଗୋଟିଏ ପଟେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିବାବେଳେ ଜାମସେଦପୁର ପୂର୍ବ ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜଣେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଠାରୁ ବି ପଛୁଆ ରହିଛନ୍ତି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଏଯାବତ ୧୪୪୭୯ ଖଣ୍ଡ ଭୋଟ ପାଇଥିବାବେଳେ ରଘୁବର…

ଦାଦନ ରୋକିବ ଆକ୍ସନ ପ୍ଲାନ

ଭୁବନେଶ୍ୱର: ଓଡ଼ିଶାରେ ଦାଦନ ସମସ୍ୟା ଦୀର୍ଘ ବର୍ଷ ହେଲା ଏକ ବଡ଼ ସମସ୍ୟାଭାବେ ଉଭା ହୋଇଛି । ଓଡ଼ିଶାରେ କାମ ଧନ୍ଦା ନପାଇ ବହୁ ଲୋକେ ଦାଦନ ଖଟିବାକୁ ଯାଉଛି । ତେବେ ପରେ ସେଠାରେ ବହୁ ଲୋକ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ସାମନାକୁ ଆସିଥାଏ । ଏପରିକି ବେଳେ ବେଳେ ଦାଦନ ଶ୍ରମିକଙ୍କୁ ସେମାନଙ୍କୁ…

ସାପ ଖେଳ ଦେଖାଉଛନ୍ତି ବିଧାୟକ

ଭୁବନେଶ୍ୱର: ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳର ଏକ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ହେବାରେ ଲାଗିଛି । ଟିକଟକରେ ଥିବା ୧୧ ସେକେଣ୍ଡ ବିଶିଷ୍ଟ ଭିଡିଓରେ ବିଧାୟକ ସାପଟିକୁ ଧରିଥିବା ଦେଖାଯାଇଛି । ଖାଲି ସେତିକି…

ରାଜ୍ୟରେ ବଢୁଛି ଏଲ୍‌ପିଜି ବଟଲିଂ…

ଭୁବନେଶ୍ବର : ରାଜ୍ୟରେ ବଢୁଛି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌ ସଂଖ୍ୟା। ଆସନ୍ତା ୨୭ ତାରିଖରେ ବଲାଙ୍ଗୀର ଠାରେ ବିପିସିଏଲ୍‌ର ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍ ଉଦଘାଟନ ହେବାକୁ ଯାଉଛି ଫଳରେ ରାଜ୍ୟରେ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୫କୁ ବୃଦ୍ଧି ପାଇବ। ଏଥିସହିତ ଆଗାମୀ ଦିନରେ ତୈଳ ବିପଣନ କମ୍ପାନି ଗୁଡ଼ିକ…

ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗ; ନରମିଲେ…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ଭଙ୍ଗା ଘଟଣାକୁ ନେଇ ରବିବାର ପଞ୍ଜାବ ବିଧାୟକ ଓ ପ୍ରତିନିଧି କ୍ଷୋଭ ପ୍ରକାଶ କରିଥିବାବେଳେ ସୋମବାର କିନ୍ତୁ ସେମାନେ ମଠ ଭଙ୍ଗା ସମ୍ପର୍କରେ ପୁରାପୁରି ବୁଝି ଯାଇଛନ୍ତି । ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭେଟିବା ପରେ…

ମାମଲାର ଚାର୍ଜସିଟ୍‌ ଦାଖଲ କରିପାରୁନି…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଥାନାରେ ‘ମୋ ସରକାର’ ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଭିଯୋଗକାରୀ ଯେପରି ହଇରାଣ ଥାନାରେ ହେବେନାହିଁ ହେଲେ ପୋଲିସ କିନ୍ତୁ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ ଦାଖଲ କରିବାରେ ଅସମର୍ଥ। ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେହି ଥାନାରେ ୪ ବର୍ଷ ହେଲା ଦେଢ଼ ହଜାର…

ଜାନୁଆରୀ ୨୭ରେ ଆତ୍ମାହୁତି ଦେବାକୁ ଧମକ…

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁର ରାଉତରାୟ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଭୁବନେଶ୍ୱରସ୍ଥ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ସ୍ଥାନାନ୍ତର କରାଯିବାକୁ ଦାବି କରି ସେ ଏଭଳି ଚେତାବନୀ ଦେଇଛନ୍ତି । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁର ରାଉତରାୟ ଏଭଳି ଚେତାବନୀ ଦେଇଛନ୍ତି । ଦାରୁଠେଙ୍ଗ…